ତାମିଲନାଡୁ ଏକ୍ସପ୍ରେସ୍ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ, ପୋଲିସ ସ୍କାନରରେ ଓଡ଼ିଶା ଦମ୍ପତି
ଚେନ୍ନାଇ ସେଣ୍ଟ୍ରାଲ୍-ନୂଆଦିଲ୍ଲୀ ତାମିଲନାଡୁ ଏକ୍ସପ୍ରେସ୍ 'ର ଏକ ସୁଟକେସ୍ରୁ ଅଗଷ୍ଟ ୬ ତାରିଖରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଓ ଅନେକ ଖଣ୍ଡରେ କଟାଯାଇଥିବା ମୃତଦେହ ମିଳିଥିଲା। ଏକ ସାଧାରଣ ବଗିର (ଜେନେରାଲ୍ କୋଚ୍) ରଖାଯାଇଥିବା ଏକ ନାଲି ରଙ୍ଗର ସୁଟକେସ୍ରୁ ଦୁର୍ଗନ୍ଧ ବାହାରୁଥିବା କିଛି…
Read More...
Read More...