ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ
ରାସ୍ତା ନଥିବାରୁ ସାହିକୁ ଆସିପାରିଲାନି ଆମ୍ବୁଲାଵ. ଦୁଇଜଣ ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ଆଣିବା ପରେ ଶେଷରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଛି. ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ହଦଗଡ଼ ପଞ୍ଚାୟତର ଜୁଣପଶି ସାହିରେ. ହଦଗଡ଼ ପଞ୍ଚାୟତ…
Read More...
Read More...