Browsing Tag

Haryana Violence.

ହରିୟାଣାରେ ହିଂସା ପରେ ଘରମୁହାଁ ପ୍ରବାସୀ ଶ୍ରମିକ

ହରିୟାଣା: ଦିନକୁ ଦିନ ତିବ୍ର ହେବାରେ ଲାଗିଛି ହରିୟାଣାରେ ହିଂସା । ହିଂସା ପରେ ଛାଡୁଛନ୍ତି ହରିୟାଣା । ହରିୟାଣାରେ ହିଂସା ପରେ ଘରମୁହାଁ ପ୍ରବାଦୀ ଶ୍ରମିକ । ନୁହ , ଗୁରୁଗ୍ରାମରେ ବାତାବରଣ ଯୋଗୁ ଘରକୁ ଫେରୁଛନ୍ତି ପ୍ରବାସୀ । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ପଳାୟନ ପାଇଁ ଧମକ…
Read More...

ହିଂସାରୁ ନିବୃତ ରୁହନ୍ତୁ ହରିୟାଣା ବାସୀ: ଆମେରିକା ମନ୍ତ୍ରାଣାଳୟ

ଦିର୍ଘ ୪ ଦିନ ଧରି ହରିୟାଣାରେ ଲାଗି ରହିଛି ହିଂସା । ହରିୟାଣା ଏକ ଶୋଭାଯାତ୍ରାରେ ହୋଇଥିଲା ଆକ୍ରମଣ ଯାହାକୁ ନେଇ ହୋଇଥିଲା ହିଂସାକାଣ୍ଡ ।ଏହି ହିଂସାକୁ ଦେଖି ରାଜ୍ୟ ସରକାର ଗୁରୁଗ୍ରାମରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆ ଯାଇଛି । କିନ୍ତୁ ଏବେ ଆମେରିକା ମନ୍ତ୍ରାଣାଳୟ ତରଫରୁ ହରିୟାଣା…
Read More...

ହରିୟାଣାରେ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା

ହରିୟାଣା: ହରିୟାଣାରେ ଦିନକୁ ଦିନ ବଢିବାରେ ଲାଗିଛି ସାମ୍ପ୍ରଦାୟିକ ହିଂସା । ସୁରକ୍ଷା ଦୃଷ୍ଟିରୁ ସେଠାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା । ଏବେ ଏହାର ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ନୁହ ସମେତ ଇଣ୍ଟରନେଟ ଏବଂ ଏସଏମଏସ ସେବାକୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ…
Read More...