Browsing Tag

Haryana

ଚର୍ଚ୍ଚାରେ VIP ନମ୍ବର ପ୍ଲେଟର ଦାମ; ବଢୁଛି କ୍ରେଜ, ଦାମ ଜାଣିଲେ ମୁଣ୍ଡରେ ଦେବେ ହାତ

ହରିୟାଣା: ସୁନାକୁ ପଛରେ ପକାଇଲା ସାମାନ୍ଯ ନମ୍ବର ପ୍ଲେଟ୍। VIP ନମ୍ବର ପ୍ଲେଟରେ ପ୍ରକୃତ ଦାମ ଜାଣିଲେ ଆପଣ ବି ଚକିତ ହୋଇଯିବେ। ହରିୟାଣାର ଏକ ଭିଆଇପି ନମ୍ବର ପ୍ଲେଟର ଦାମ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏପରିକି ଏହାକୁ ଦେଢ କୋଟିରୁ ଅଧିକ ଟଙ୍କା ଦେଇ କିଣାଯିବ ବୋଲି…
Read More...

IPS ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲା; ହରିୟାଣା ଡିଜିପିଙ୍କୁ ଛୁଟି

ହରିୟାଣା: IPS ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲାରେ ହରିୟାଣା ଡିଜିପିଙ୍କୁ ଛୁଟି । ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଇଲେ ରାଜ୍ୟ ସରକାର । ଚଣ୍ଡିଗଡ଼ ସ୍ଥିତ ବାସଭବନରେ ଗତ ୭ରେ ଆତ୍ମହତ୍ୟା କରିଥିଲେ ପୁରନ କୁମାର । ସୁଇସାଇଡ୍‌ ନୋଟ୍‌ରେ ଡିଜିପିଙ୍କ ସମେତ ୭ ବରିଷ୍ଠ…
Read More...

ଚେତାଶୂନ୍ୟ ଅବସ୍ଥାରେ ଦେଇଥିଲେ ଯୌନ ନିର୍ୟାତନା

ହରିୟାଣା-: କୋଲକତାର ଆରଜି କର ହସ୍ପିଟାଲର ଘଟିଥିବା ଦୁଷ୍କର୍ମ ମାମଲା ଏଯାଏଁ ଥମି ନଥିବା ବେଳେ ପୁଣି ଏକ ହସ୍ପିଟାଲରେ ଘଟିଛି ନାରକୀୟ କାଣ୍ଡ । ଯାହା ବର୍ବରତା ଓ ବିକୃତ ମାନସିକତାର ସବୁ ସୀମା ଟପିଛି । ଭେଣ୍ଟିଲେଟରରେ ରୋଗୀ ଭାବେ ଚିକିତ୍ସିତ ହେଉଥିବା ଜଣେ ଏୟାର ହଷ୍ଟେଜଙ୍କୁ ଦୁଷ୍କର୍ମ…
Read More...

ପରକୀୟା ପ୍ରୀତି ବିଷୟରେ ଜାଣି ପକାଇବାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଚଣ୍ଡିଗଡ଼-: ମେରଠର ସୌରଭ ହତ୍ୟା ମାମଲାକୁ ଲୋକମାନେ ଭୁଲି ନଥିବା ବେଳେ, ଏବେ ପୁଣି ହରିୟାଣାରୁ ଜଣେ ୟୁଟ୍ୟୁବର ମହିଳା ତାଙ୍କ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୟୁଟ୍ୟୁବର ରବୀନା ନାମକ ମହିଳା ପ୍ରେମିକ ସୁରେଶ ସହ ମିଶି ସ୍ୱାମୀ…
Read More...

ଗ୍ୟାସ୍ ଲିକ୍ର ‘କୁ’ ପ୍ରଭାବ

ହରିୟାଣାରେ ଏକ ମାଂସ ଫ୍ୟାକ୍ଟ୍ରି ରେ ନାଇଟ୍ରୋଜେନ ଗ୍ୟାସ ଲିକ୍ ହୋଇ ୨୪ ଜଣ ଶ୍ରମିକ ଅସୁସ୍ଥ ହୋଇଛନ୍ତି ।ନୁହ ଜିଲ୍ଲାର ମାଣ୍ଡିଖେଡା ଗାଁରେ ଥ ôବା ମାଂସ କାରଖାନାରେ ନାଇଟ୍ରୋଜେନ୍ ଗ୍ୟାସ୍ ଲିକ୍ ହୋଇଥିଲା ।ସମସ୍ତ ଗୁରୁତ୍ତରଙ୍କୁ ମେଡିକାଲରେ ଭତ୍ତି କରାଯାଇଛି ।ଗୁରୁଗ୍ରାମ ସ୍ଥିତ ଅଲୱର…
Read More...

ହରିୟାଣାରେ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା

ହରିୟାଣା: ହରିୟାଣାରେ ଦିନକୁ ଦିନ ବଢିବାରେ ଲାଗିଛି ସାମ୍ପ୍ରଦାୟିକ ହିଂସା । ସୁରକ୍ଷା ଦୃଷ୍ଟିରୁ ସେଠାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା । ଏବେ ଏହାର ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ନୁହ ସମେତ ଇଣ୍ଟରନେଟ ଏବଂ ଏସଏମଏସ ସେବାକୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ…
Read More...