Browsing Tag

HARIYANA

ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ହ୍ୱାଟସଆପ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସୂଚନା ପଠାଉଥିଲା

ଚଣ୍ଡିଗଡ଼-: ହରିୟାଣା ପୋଲିସ ପାନିପଥର ସେକ୍ଟରରୁ ଜଣେ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରିଛି । ଅଭିଯୁକ୍ତର ନାମ ନୌମାନ ଇଲାହି (୨୮) ହୋଇଥିବା ବେଳେ ସେ ମୂଳତଃ ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାର କୈରାନା ସହରର ବାସିନ୍ଦା ବୋଲି ଜଣାପଡିଛି । ପୋଲିସର ସୂଚନା ଅନୁଯାୟୀ, ନୌମାନ ପାକିସ୍ତାନରେ…
Read More...

ହରିୟାଣାରେ ପୋଲିସ ଷ୍ଟେସନକୁ ଅଭିଯୋଗ ପଞ୍ଜିକରଣ କରିବାକୁ ଯାଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ

ହରିୟାଣା: ପୋଲିସ ଷ୍ଟେସନକୁ ଅଭିଯୋଗ ପଞ୍ଜିକରଣ କରିବାକୁ ଯାଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ । ଏଭଳି ଘଟଣା ଘଟିଛି ହରିୟାଣାର ପଲବଲ ଅଞ୍ଚଳରେ । ଜୁଲାଇ ୨୩ରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ଯାଇଥିବାବେଳେ ଏପରି କୁକର୍ମ ଘଟାଇଛନ୍ତି ଦୁଷ୍କର୍ମକାରୀ…
Read More...

ପୁଣି ଥରେ ହରିୟାଣା ନୁହରେ ୧୪୪ ଧାରା ଲାଗୁ

ହରିୟାଣା: ପୁଣି ଥରେ ହରିୟାଣା ନୁହରେ ୧୪୪ ଧାରା ଲାଗୁ ହୋଇଛି । ହରିୟାଣା ସରକାର ଏବଂ ନୁହ ଜିଲ୍ଲା ପ୍ରଶାସନ ବ୍ରିଜମଣ୍ଡଳ ଯାତ୍ରାକୁ ମଞ୍ଜୁରୀ ଦେଇନଥିବାବେଳେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବ୍ରିଜମଣ୍ଡଳ ଯାତ୍ରା ଆରମ୍ଭ ହୋଇଯାଇଛି । ତେବେ ନୁହରେ ଏପରି ସ୍ଥିତିକୁ ଦୃଷ୍ଟିରେ…
Read More...

ହରିୟାଣା ନୁହରେ ଦୁଇ ଦିନ ଇଣ୍ଟରନେଟ୍ ସେବା ବନ୍ଦ

ହରିୟାଣା: ହରିୟାଣା ନୁହରେ ଦୁଇ ଦିନ ବନ୍ଦ ରହିବ ଇଣ୍ଟରନେଟ୍ ସେବା। ଆଜିଠାରୁ ଆସନ୍ତା ୨୮ ତାରିଖ ପର୍ୟ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ । ଏବଂ ଏସଏମଏସ ସେବା ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବିଶ୍ୱ ହୁନ୍ଦୁ ପରିଷଦ ବ୍ରିଜ ମଣ୍ଡଳ ଜଳ ଅଭିଷେକ ଯାତ୍ରା କାରଣରୁ…
Read More...

ହରିୟାଣାରେ ୧୪୪ ଧାରା ସହ ୨ ଦିନ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ

ହରିୟାଣା: ଦୁଇ ଗୋଷ୍ଠୀ ବିବାଦରୁ ଗଣ୍ଡଗୋଳ । ହିଂସାର ନିଆଁରେ ଜଳୁଛି ହରିୟାଣା । ଗୁରୁଗ୍ରାମ ପର୍ଯ୍ୟନ୍ତ ଏହି ଅଶାନ୍ତି ବ୍ୟାପି ଥିବା ବେଳେ ପଥର ମାଡ ସାଙ୍ଗକୁ ପୋଡାଜଳା ମଧ୍ୟ ହୋଇଛି । ୨ ହୋମଗାର୍ଡଙ୍କ ସମେତ ୩ ମୃତ ହୋଇଥିବା କୁହାଯାଇଛି । ନୁହ ଜିଲ୍ଲାରେ ଧର୍ମୀୟ ସଂଗଠନର ଶୋଭାଯାତ୍ରା…
Read More...

୯୪ ବୟସରେ ଗୋଲ୍ଡ ମେଡାଲ

ହରିୟାଣା: ଯଦି ଆପଣଙ୍କ ମନରେ କିଛି କରିବାର ଇଚ୍ଛାଥାଏ, ତେବେ ବୟସ ଗୋଟିଏ ସଂଖ୍ୟା ଛଡା କିଛି ନୁହେଁ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ୯୪ ବର୍ଷ ବୟସର ଭଗବାନୀ ଦେବି ଡାଗର । ବୟସରେ ଅପରାହ୍ନରେ ସେ ଏମିତି କିଛି କରି ଦେଖାଇଛନ୍ତି ଯାହା ସାରା ବିଶ୍ୱରେ ଇତିହାସ ସୃଷ୍ଟି କରିଛି । ଯେଉଁ…
Read More...

ଅଗ୍ନିପଥ ଯୋଜନାକୁ ନେଇ ବିହାର ଓ ହରିୟାନାରେ ଛାତ୍ରଙ୍କ ହଙ୍ଗାମା

ବିହାର: ବୁଧବାର କେନ୍ଦ୍ର ସରକାର ସେନାରେ ଭର୍ତ୍ତି ହେବା ଲାଗି ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ । ତେବେ ଏହାକୁ ବିରୋଧ କରି ବିହାର ଓ ହରିୟାଣାରେ ଛାତ୍ରଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ସେନାରେ ଭର୍ତ୍ତି ହେବା ଲାଗି ଆଶାୟୀମାନେ ବିହାରର ଜେହାନାବାଦ ଏବଂ ନୱାଡା ରାସ୍ତାରେ ଯାଇଛନ୍ତି ।…
Read More...

ଯମୁନା ନଦୀ ପାଣିରେ ବୁଡି ୫ ମୃତ, ୫ ଗୁରୁତର

ବ୍ୟୁରୋ: ନଦୀରେ ଗାଧୋଉଥିବାବେଳେ ପାଣିରେ ବୁଡି ୫ ମୃତ, ୫ ଗୁରୁତର । ଏଭଳି ଅଘଟଣ ଘଟିଛି ହରିୟାଣାର ଯମୁୁନାନଗରରେ। ଯମୁନା ନଦୀରେ ମିଶିଥିବା ୱେଷ୍ଟର୍ଣ୍ଣ କେନାଲକୁ ୧୦ ଜଣ ଯୁବକ ଗାଧୋଇବାକୁ ଯାଇଥିବାବେଳେ ୫ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ ।…
Read More...

କାନ୍ଥ ଭାଙ୍ଗି ପାର୍କିଂ ଏରିଆରେ ଅଚାନକ ପଶିଲା ମାଲବାହୀ ଟ୍ରେନ

(ହରିୟାଣା) : କାନ୍ଥ ଭାଙ୍ଗି ପାର୍କିଂ ଏରିଆ ଅଚାନକ ପହଞ୍ଚିଲା ମାଲବାହୀ ଟ୍ରେନ । ହରିୟାଣାର ଓଲ୍ଡ ଫରିଦାବାଦ ରେଲୱେ ଷ୍ଟେସନରେ ଦେଖିବାକୁ ମିଳିଛି ଏପରି କାଣ୍ଡ । ଯାହା ଫଳରେ କିଛି ଗାଡି ନଷ୍ଟ ହୋଇଛି । ଏହି ସମୟରେ ଜଣେ ରେଲୱେ କର୍ମଚାରୀଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଥିବା ସୂଚନା…
Read More...

ହରିୟାଣାରେ ଆଜି ଠାରୁ ଏକ ସପ୍ତାହ ଯାଏଁ ଲକଡାଉନ

(ହରିୟାଣା) : ହରିୟାଣାରେ ଆଜି ଠାରୁ ଏକ ସପ୍ତାହ ଯାଏଁ ଲକଡାଉନ । ମେ ୩ ଠାରୁ ସାତ ଦିନ ଯାଏଁ ରାଜ୍ୟରେ ଲକଡାଉନ ଲାଗୁ ହେବ । ବର୍ଦ୍ଧିତ କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ରାଜ୍ୟର ୯ଟି ଜିଲ୍ଲାରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ…
Read More...