ଯେଉଁମାନେ ନିଜ କ୍ୟାରିୟରରେ ଅଧିକ ସଫଳତା ପାଇ ନାହାଁନ୍ତି ସେମାନେ RO-KOଙ୍କ ଭବିଷ୍ୟତ ନିର୍ଣ୍ଣୟ କରୁଛନ୍ତି: ହରଭଜନ
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ଏହାକୁ ଦୁର୍ଭାଗ୍ୟଜନକ ମନେ କରନ୍ତି ଯେ, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି କିମ୍ବଦନ୍ତୀଙ୍କ ଭବିଷ୍ୟତ ଏବେ ନିଜ କ୍ୟାରିୟରରେ କିଛି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇ ନଥିବା ଲୋକଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଉଛି । କିନ୍ତୁ ସେ ଆଶା…
Read More...
Read More...