Browsing Tag

Gyanabapi Masjid

ଜ୍ଞାନବାପି ମସଜିଦରେ ଆରମ୍ଭ ହେଲା ASI ସର୍ଭେ

ନୂଆଦିଲ୍ଲୀ : ଆଜି ଆରମ୍ଭ ହେଲା ଜ୍ଞାନବାପି ମସଜିଦରେ ASI ସର୍ଭେ । ଆଜି ସକାଳ ୭ଟା ବେଳେ କଡା ସୁରକ୍ଷା ସହ ଜ୍ଞାନବାପି ମସଜିଦ ପରିସରରେ ASI ଟିମ ପକ୍ଷରୁ ଏହି ସର୍ଭେ ଆରମ୍ଭ ହୋଇଛି । ଗୁରବାର ଦିନ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି ପରେ ଏହି ସର୍ଭେ ଆରମ୍ଭ କରାଯାଇଛି । ଅଦାଲତ କହିଛନ୍ତି…
Read More...

ଜ୍ଞାନବାପୀ ମସଜିଦରେ ASI ସର୍ଭେକୁ ମିଳିଲା ଆହ୍ଲାବାଦ ଜିଲ୍ଲା କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ : ଜ୍ଞାନବାପୀ ମସଜିଦରେ ASI ସର୍ଭେକୁ ନେଇ ଆହ୍ଲାବାଦ ଜିଲ୍ଲା ହାଇକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ଅଞ୍ଜୁମାନ ଇନ୍ତଜାମିନ ମସଜିଦ କରିଥିବା ଆବେଦକୁ ଖାରଜ କରି ଜ୍ଞାନବାପୀ ମସଜିଦରେ ASI ସର୍ଭେକୁ ସ୍ୱିକୃତି ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ଗତ ୨୭ ତାରିଖ ଯାଏ ସର୍ଭେ ଉପରେ…
Read More...