ମିନାଝୋଲା ଶୈାବପିଠ ନିକଟସ୍ଥ ବଂଶଧାରା ନଦୀରେ ଭାସିଗଲେ ଦୁଇ ଜଣ ଶିଶୁ
ଗୁଣପୁରରୁ (ଦୀପକ କୁମାର ପଣ୍ଡା): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ମିନାଝୋଲା ଶୈାବ ପିଠ ନିକଟରେ ଅଘଟଣ। ବଂଶଧାରା ନଦୀ ପାଣି ସ୍ରୋତରେ ଭାସିଗଲେ ଦୁଇଜଣ । ଦୁଇଜଣ ମଧ୍ୟରେ ଜଣେ ନାବାଳାକ ରତ୍ନାକର ବଡନାୟକ ବୟସ ୯ ଆଉ ଜଣେ ନାବାଳିକା ସ୍ମୁତି ବଡସେଟ୍ ବୟସ ୧୦ ରହିଥିବା ସୂଚନା। ସମୁଦାୟ ପାଞ୍ଚଜଣ…
Read More...
Read More...