ଗୁଜରାଟ ପାୱାଗଡ଼ ଶକ୍ତିପୀଠରେ ଅଘଟଣ; ରୋପ୍ୱେ ଛିଣ୍ଡି ୬ ମୃତ
ପଞ୍ଚମହଲ: ଗୁଜୁରାଟ ପଞ୍ଚମହଲରେ ବଡ ଅଘଟଣ । ମାଲବାହୀ ରୋପ୍ୱେ ଛିଣ୍ଡି ପଡ଼ିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଦୁର୍ଘଟଣାରେ ୨ ଲିଫ୍ଟମ୍ୟାନ୍, ୨ ଶ୍ରମିକଙ୍କ ସହ ଅନ୍ୟ ୨ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଓ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।…
Read More...
Read More...