ବ୍ୟାଙ୍କି ସେବା ଉପରେ ଲାଗିପାରେ ଜିଏସଟି
(ରିିପୋର୍ଟସ ଟୁଡ଼େ): ବ୍ୟାଙ୍କ ସେବାରେ ପୁଣି ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି। ଖାତାଧାରକଙ୍କୁ ମାଗଣାରେ ମିଳୁଥିବା ଅନେକ ବ୍ୟାଙ୍କିଂ ସେବା ଉପରେ ସରକାରଙ୍କର ବସ୍ତୁ ଏବଂ ସେବା କର (ଜିଏସଟି)କୁ ସାମିଲ କରାଯିବା ନେଇ ସୂଚନା ମିଳିଛି। ଅର୍ଥାତ୍ ଏବେ ବ୍ୟାଙ୍କରେ ମଧ୍ୟ ଜିଏସଟିର ପ୍ରଭାବ…
Read More...
Read More...