ଗ୍ରୀଡକୋ କୁ ବକେୟା ବିଲ୍ ପ୍ରଦାନ ନେଇ କହିଲେ ଉପମୁଖ୍ୟମନ୍ତ୍ରୀ
୪ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୬ ହଜାର ୫୮୭ କୋଟି ଟଙ୍କା ବାକି ପଡ଼ିଛି,ସେସୁ ବାକି ରଖିଛି । ୨ ହଜାର ୬୫୧ କୋଟି ଟଙ୍କା, ନେସ୍କୋ ବାକି ରଖିଛି ୯୫୧ କୋଟି ଟଙ୍କା । ଓସ୍କୋ ବାକି ରଖିଛି ୧୬୭୭ କୋଟି । ସାଉଥକୋ ୧୩୦୦ କୋଟି ଟଙ୍କା ବାକି ରଖିଛନ୍ତି। ଟାଟା ଦ୍ୱାରା ଏହି କମ୍ପାନୀ ସବୁ ଅଧିକୃତ…
Read More...
Read More...