ଚକାତଳେ ଗଲା ନାତିର ପ୍ରାଣ
ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେରଳ କାସାରାଗୋଡ ଜିଲ୍ଲାରେ ।୨ଜଣ ଶିଶୁ ଆପାର୍ଟମେଣ୍ଟ ତଳେ ଖେଳୁଥିଲେ ,ଏତିକି ବେଳେ ଜେଜେ ବାପା କାର ନେଇ ଆସିଥିଲେ ।ଜଣେ ଶିଶୁ ସାଇକେଲ ଘୁଞ୍ଚାଇବା ପାଇଁ ଆସୁଥିବା ବେଳେ ଅନ୍ୟ ଶିଶୁ ଟି କାର ଆଗକୁ ଚାଲି ଆସିଥିଲା ।ଜେଜେ ବାପାଙ୍କ ଅଜାଣତରେ…
Read More...
Read More...