ଗ୍ରୀନ ଜୋନରେ ଚାଲିବ ସରକାରୀ ବସ
(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଗ୍ରୀନ ଜୋନରେ ସରକାରୀ ବସ୍ ଗଡ଼ିବା ନେଇ ସୂଚନା ମିଳିଛି । ଘରୋଇ ବସ୍ ମାଲିକ ରାଜି ନହେବାରୁ ଓଏସଆରଟିସି ବସ୍ ଚାଲିବ । କିନ୍ତୁ ଯାତ୍ରୀଙ୍କୁ ଦୁଇ ଗୁଣା ବସ୍ ଭଡ଼ା ଦେବାକୁ ପଡ଼ିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ,…
Read More...
Read More...