ସାକ୍ଷୀଗୋପାଳ ମନ୍ଦିର ନୀତିକାନ୍ତ ବନ୍ଦ କରିଛନ୍ତି ସେବାୟତ
ପୁରୀ: ବନ୍ଦ ରହିଛି ସାକ୍ଷୀଗୋପାଳ ମନ୍ଦିର ନୀତିକାନ୍ତି । ଉପାସରେ ପ୍ରଭୁ ଗୋପାଳଜିଉ । ଗତ କାଲି ଠାରୁ ସେବାୟତ ମାନେ ବନ୍ଦ କରିଛନ୍ତି ଦେବ ନୀତି । ଦର୍ଶନ ନକରି ଫେରିଛନ୍ତି ଶହଶହ ଭକ୍ତ । ସୂଚନା ଅନୁଯାୟୀ, ଗତକାଲି ଠାରୁ ଗୋପାଳଜିଉଙ୍କ ମୁଖ୍ୟ ଦ୍ୱାର ବନ୍ଦ କରି ଧାରଣାରେ ଦେଇଛନ୍ତି ସେବାୟତ…
Read More...
Read More...