ଜୁନ 15 ତାରିଖ ଯାଏ ଜଗା ଦର୍ଶନ ବନ୍ଦ
ଗୋପ/ଜୟନ୍ତ କୁମାର ସେଠୀ: କୋଭିଡର ଦ୍ୱିତୀୟ ଲହର ଥମିବାର ନା ଧରୁ ନ ଥିବା ବେଳେ ଶ୍ରୀମନ୍ଦିର ପୁଣି ଭକ୍ତଙ୍କ ପାଇଁ ଥିବା ଦର୍ଶନ କଟକଣା ବଢ଼ାଇ ଦିଆଯାଇଛି। ଜୁନ 15 ତାରିଖ ଯାଏ ଦର୍ଶନ କଟକଣା ଅବଧି ବଢାଯାଇଛି। ଏ ନେଇ ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ହୋଇଛି। ସେବାୟତ ଓ ଶ୍ରୀମନ୍ଦିର…
Read More...
Read More...