Browsing Tag

Gop

ଭିଡିଓ କନଫେରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଅଶଂଗ୍ରହଣ

ଗୋପ(ଜୟନ୍ତକୁମାର ସେଠୀ ) ଉତ୍ତରାଖଣ୍ଡର କେଦାରନାଥ ନାଥ ପୀଠ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିଗୁରୁ ଶଙ୍କରାଚାର୍ୟ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ କେଦାର ନାଥ ପୀଠ ର ବିଭିନ୍ନ ବିକାଶ ମୂଲକ କାର୍ୟ୍ୟକ୍ରମ ରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଙ୍କ ଏହି କାର୍ୟ୍ୟକ୍ରମ ସହିତ ଚାରି…
Read More...

ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ

ଗୋପ(ଜୟନ୍ତକୁମାର ସେଠୀ)  ପୁରୀ ସହରର ଜମିଜମା ସମସ୍ୟା ସମାଧାନ ପାଇଁ ଆଜି ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ଆଜି ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଏହି ସଂକ୍ରାନ୍ତରେ ଆଲୋଚନା କରାଯାଉଥିବା ବେଳେ ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇଥିଲା।…
Read More...

ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଗୋପ ଅଞ୍ଚଳରେ ପାଳିତ ହୋଇଯାଇଛି ବିଶ୍ୱ ମିତବ୍ୟୟିତା ଦିବସ । ଏହି ଅବସରରେ ସଞ୍ଚୟ ରଥକୁ ଶୁଭାରମ୍ଭ କରିଛନ୍ତି ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲି ସ୍ୱଳ୍ପ ସଞ୍ଚୟ ଉପରେ ସଚେତନତା ସୃଷ୍ଟି କରିବ…
Read More...

ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ଗୋପ (ଜୟନ୍ତ କୁମାର ସେଠୀ): ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦୂକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଚଳିତବର୍ଷର…
Read More...

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ସ୍ଥାନୀୟ ସଦଭାବନା ସଭାଗୃହରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପ ଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ…
Read More...

ଭୋଟର ତାଲିକା ସଂଶୋଧନ ନିମନ୍ତେ ସର୍ବଦଳୀୟ ବୈଠକ

ଗୋପ (ଜୟନ୍ତ କୁମାର ସେଠୀ): ଭାରତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଫଟୋ- ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମ ଜାରି ରହିଛି । ଏ ନେଇ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅତିରିକ୍ତ…
Read More...

ଭାରସାମ୍ୟ ହରାଇ ବିଲକୁ ପସିଲା ବସ

ଗୋପ(ଜୟନ୍ତ କୁମାର ସେଠୀ): କାକଟପୁରରୁ ପୁରୀ ଯାତାୟତ କରୁଥିବା ଷୋଳପୁଅ ନାମକ ଏକ ବସ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା ମଝିକୁ ହଠାତ ଏକ ଷଣ୍ଢ ପଶି ଆସିଥିବା ବେଳେ ଏହାକୁ ବଞ୍ଚାଇବାକୁ ଯ୍ଧବ ବସଟି ବାଲିଦୋକାନ ପାଖ ବିଲ ମଝିକୁ ପସି ଯାଇଥିବା ଜଣାଯାଇଛି । ତେବେ ଏହି…
Read More...

ଓଡିଆ ବିଶ୍ୱବିଦ୍ୟାଳୟ ପାଇଁ ୬୦ କୋଟି ଅନୁମୋଦନ

ଭୁବନେଶ୍ୱର: ପୁରୀ ଜିଲ୍ଲାର ସତ୍ୟବାଦୀରେ ବହୁ ପ୍ରତୀକ୍ଷିତ ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ନେଇ ଆଗକୁ ବଢିଛି ଟେଣ୍ଡର ପ୍ରକ୍ରିୟା । ବିଶ୍ୱବିଦ୍ୟାଳୟର ନିର୍ମାଣ ଦାୟିତ୍ୱ ଓଡିଶା ସେତୁ ଏବଂ ନିର୍ମାଣ ନିଗମ ଲିମିଟେଡ(ଓବିସିସି) ହାତକୁ ନେଇଛି । ତେବେ ଏହି ଟେଣ୍ଡର ପ୍ରକ୍ରିୟାକୁ ଖୁବ ଶୀଘ୍ର…
Read More...

ମୋ ସରକାର ସଂପର୍କିତ ବୈଠକ ଅନୁଷ୍ଠିତ

ଗୋପ( ଜୟନ୍ତକୁମାର ସେଠୀ) : ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ମୋ ସରକାର ସଂପର୍କିତ ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ମୋ ସରକାର ଅନ୍ତର୍ଗତ ଉପଲବ୍ଧ ସେବା ସଂପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି ।…
Read More...

ପୁରୀରେ ଆରମ୍ଭ ହେଲା ଗୋଶାଣୀ ଦେବୀ ଭଷାଣ ଉତ୍ସବ

ଗୋପ(ଜୟନ୍ତକୁମାର ସେଠୀ) : ପୁରୀରେ ଆରଂଭ ହୋଇଛି ଗୋଶାଣୀ ଦେବୀ ଙ୍କ ଭଷାଣ ଉତ୍ସବ। ପାରମ୍ପରିକ ବାଦ୍ୟ ରେ ଗୋଶାଣୀ ଦେବୀ ଙ୍କୁ ଶ୍ରୀମନ୍ଦିର ସିଂହ ଦ୍ୱାର ସମୁଖ କୁ ଅଣାଯାଉଛି।ସେଠାରେ ପରମ୍ପରା ଅନୁଯାୟୀ ଦେବ ସଭା ଅନୁଷ୍ଠିତ ହୋଇଥାଏ। ସବୁ ଗୋଶାଣୀ ମୂର୍ତି ଙ୍କୁ ଲାଇନ ରେ ସିଂହ ଦ୍ୱାର ସମୁଖ…
Read More...