Browsing Tag

Gop

ବନ୍ୟା ପାଣିରେ ବିରଳ ମାଛ

ଗୋପ : ବନ୍ୟା ପାଣିରେ ବିରଳ ମାଛ । ଯାହାର ଭିଡିଓ ଦେଖି ଆଖି ଝଲସି ଉଠୁଛି । ଦେଖନ୍ତୁ ଏ ଭିଡିଓ। ଆପଣମାନେ ଜାଣି ପାରୁଥିବେ କି ଇଏ ଏକ ବିରଳ ପ୍ରଜାତିର ମାଛ । ଏ ବର୍ତ୍ତମାନର ବନ୍ୟା ବେଳେ ନିମାପଡା ବ୍ଲକ ଧନୁଆ ପଞ୍ଚାୟତ ବଉଳପଦା ଗାଁରେ ଏହି ମାଛଟି ଉଦ୍ଧାର ହୋଇଛି । ଧନୁଆ ନଦୀ ବଢ଼ିରେ…
Read More...

ଲେଉଟିବ ଅସାନି : ସ୍ଥଳଭାଗରେ ରି-କର୍ଭ କରିବ ବାତ୍ୟା !

ଭୁବନେଶ୍ୱର: ଟଳିଛି ବାତ୍ୟା ବିପଦ । ବାତ୍ୟା ପ୍ରଭାବରେ ପବନ କମ୍ ହେବ, ଅଧିକ ବର୍ଷିବ । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳର ମୋଟ ୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଦୁଇ ଦିନ ଧରି ବର୍ଷା ସମ୍ଭାବନା ଥିବାବେଳେ ଆଜି ସର୍ବାଧିକ ବର୍ଷା…
Read More...

ଲୋକ କଳା ସଂସ୍କୃତିକୁ ବଜାଇ ରଖିବା ପାଇଁ ସପ୍ସକୀର୍ତ୍ତନ ମଧ୍ୟରେ ସଚେତନତା

ପୁରୀ : ପୁରୀ ଜିଲ୍ଲା କୋଣାର୍କ ଓ ତାର ଆଖପାଖ ୯ଟି ପଞ୍ଚାୟତରେ ଲୋକ କଳା ସପ୍ସକୀର୍ତ୍ତନ ବଞ୍ଚାଇ ରଖିବା ସହ ଧାର୍ମୀକ ଚେତନା ଗାଁ ଗାଁ ରେ ପହଞ୍ଚେଇବା ପାଇଁ ଶ୍ରୀ ଜଗନ୍ନାଥ ସପ୍ସସ୍କୃତି ସପ୍ସକୀର୍ତ୍ତନ ସେବା ପକ୍ଷରୁ ବାବା ବାଲିକପିଳେଶ୍ବୋର ପିଠିରେ ଏକ ବିଷାଳ ଶମାବେଷ କରାଯାଇଛି। ଏଥିରେ…
Read More...

ମିଛ କହି ଖାଇଦେଲେ ପାଇଖାନା ଟଙ୍କା

ଗୋପ ( ଜୟନ୍ତ କୁମାର ସେଠୀ ): ଲିଷ୍ଟରେ ଥିଲା ଆମ ନା । କିନ୍ତୁ ମିଛ କହି ନେଇଗଲେ ପାଇଖାନା ଟଙ୍କା । ଆମେ ପଚାରିବାରୁ କହିଲେ, ତମେ ଯାଅ ତମ ୱାର୍ଡ ମେମ୍ବରଙ୍କୁ ପଚାରିବ । ଆମେ କିଛି କରିପାରିବୁ ନାହିଁ । ଦଳ ଦେଖି ଆମକୁ ଅଲଗା କରିଦେଲେ । ଆମ ପାଇଖାନାକୁ ନେଇ ଆଉ କାହା ନାରେ କରିଦେଲେ ।…
Read More...

ରାଜ୍ୟ ସ୍ତରୀୟ କବାଡି ଚମ୍ପିୟନସିପର ଦ୍ବିତୀୟ ଦିନ

ପୁରୀ : ରାଜ୍ୟ ସ୍ତରୀୟ କବାଡି ଚମ୍ପିୟନସିପର ଦ୍ବିତୀୟ ଦିନର ଲିଗ ମ୍ୟାଚରେ ପୁରୁଷ ବିଭାଗରେ ଭୁବନେଶ୍ବର ଓ ପୁରୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ବର, ରାଉଲକେଲା ଷ୍ଟିଲ ପ୍ଲାଣ୍ଟ ଓ ଅନୁଗୁଳ ମଧ୍ୟରେ ଅନୁଗୁଳ, କଟକ ଓ ଢେଙ୍କାନାଳ ମଧ୍ୟରେ କଟକ, ସମ୍ବଲପୁର ଓ ରାଉଲକେଲା ଷ୍ଟିଲ ପ୍ଲାଣ୍ଟ…
Read More...

ଉତ୍କଳ ଦିବସରେ ଶୁଦ୍ଧ ନିରାମିଷ କାଫେ ଲୋର୍କାପଣ

ଗୋପ(ଜୟନ୍ତ କୁମାର ସେଠୀ)- ପୁରୀ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଏବଂ ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର।ବିଶ୍ୱାସ ରହିଛି, ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ହେଲେ ମନୁଷ୍ୟର ମୋକ୍ଷ ପ୍ରାପ୍ତି ହୋଇଥାଏ। ସେଇଥିପାଇଁତ ଅନେକ ନିଜର ମୃତ୍ୟୁପରେ ତାଙ୍କର ଶବକୁ ପୁରୀ ସ୍ୱର୍ଗଦ୍ୱାରରେ…
Read More...

କୋଣାର୍କ ପୌର ପରିଷଦର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଯୁକ୍ତା ତ୍ରିପାଠୀ

ଗୋପ/ଜୟନ୍ତ କୁମାର ସେଠୀ: ଚଳିତ ପୌର ନିର୍ବାଚନର ଫଳାଫଳ ଘୋଷଣା ପରେ କୋଣାର୍କ ଏନଏସିରେ ବିଜୁଜନତା ଦଳ ବାଜିମାତ କରିଥିବା ବେଳେ ବିଜୁ ଜନତା ଦଳ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ତେବେ ବିଜୁ ଜନତା ଦଳର ପ୍ରାର୍ଥୀନୀ ସଂଯୁକ୍ତା ତ୍ରିପାଠୀ ବିଜୁଜନତାକାର୍ଯ୍ୟାଳୟରୁ ନିଜର ସମର୍ଥକଙ୍କ ସହ…
Read More...

ଗୋପରେ ମିଳିଲା ପେଟ୍ରୋଲ ଓ ଗ୍ୟାସର ସନ୍ଧାନ

ଭାରତ ସରକାରଙ୍କ ତୈଳ କମ୍ପାନୀ ଅଏଲ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ୨୦୨୦ ନଭେମ୍ବର ୨୦ ତାରିଖରେ ଏକ ସେସମିକ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଓଡ଼ିଶା ଉପକୂଳବର୍ତ୍ତୀ ୫ଟି ବ୍ଲକ ରାଜ୍ୟର ୮ଟି ଜିଲ୍ଲା ତଥା ପୁରୀ, ଖୋର୍ଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର…
Read More...

ବଡପୁଅ କଟୁୁରୀରେ ମା ମୃତ : ବାପା,ଭାଇ ଓ ସ୍ତ୍ରୀ ଗୁରୁତର

ପୁରୀ(ଜୟନ୍ତ କୁମାର ସେଠୀ)- କଥାରେ ଅଛିି ଅଣ୍ଟି ଛୁରୀ ତଣ୍ଟି କାଟେ । ଠିକ୍ ସେହିପରି ହୃଦୟବିଦାରକ ଘଟଣା ଘଟିଛି ପୁରୀର ପେଣ୍ଠ କଟା ମେରାଇନ ଥାନା ସୁଭଦ୍ରାନଗର ଅଞ୍ଚଳରେ । ଘରୋଇ କଳହକୁ ନେଇ ପୁଅର କଟୁରୀ ଆକ୍ରମଣରେ ମା ମୃତ୍ୟୁବରଣ କରିଛି । ବାପା, ଭାଇ ଓ ସ୍ତ୍ରୀ ଗୁରୁତର । ପରିିବାରରର ୪…
Read More...

ଏ ନ ଏସିର ପରିବର୍ତ୍ତନ ଓ ବିକାଶ ଯୋଜନା ନେଇ ନିର୍ବାଚନ ଲଢୁଛନ୍ତି ସରିତା !

ଗୋପ(ଜୟନ୍ତ କୁମାର ସେଠୀ)- ପୈାରନିର୍ବାଚନକୁ ନେଇ ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।ତେବେ କୋଣାର୍କ ଏନଏସିରେ ମଧ୍ୟ ପ୍ରାର୍ଥୀଙ୍କ ଭୀତରେ ଜୋରଦାର ଲଢେଇ ଚାଲିଛି । ଚଳିତ ପୌର ନିର୍ବାଚନ ରେ କୋଣାର୍କ ଏନଏସି ରେ ୧୦ ଜଣ ପ୍ରାର୍ଥୀ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ…
Read More...