Browsing Tag

Gop

ପୋଲିସ ବନାମ ପବ୍ଲିକ

(ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା ଗୋପ ଥାନା ରେ ସନ୍ଧ୍ୟା ସମୟରେ ଗଣେଶ ପୁଜାକୁ ଆଖି ଆଗରେ ଚାରିଛକରୁ ପେଟ୍ରୋଲିଙ୍ଗ କରି ଫେରିଥିବା ସମୟରେ ଗୋପ ବଜାର ନିକଟରେ ୪ଜଣ ଜୁବକ ମଦ୍ୟ ପିଇ ବଚସା ହେଉଥିଲେ । ପେଟ୍ରୋଲିଙ୍ଗ କରି ଫେରିଥିବା ଗାଡ଼ିରେ ମହିଳା ଏସଆଇ ସୋର୍ଣ୍ଣପ୍ରଭା ଗାଡ଼ି ରଖି…
Read More...

ଅଟୋ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

( ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ନିମାପଡ଼ା ଥାନ ଅ ଞ୍ଚଳରେ ଜଣେ ଅଟୋ ଚାଳକକୁ ଜଣେ ଯୁବକ କଟୁରୀରେ ହାଣି ଘଟଣା ସ୍ଥଳରୁ ଫେରାର ହୋଇଯିବା ହୋଇଯାଇଛି । ଆହତ ଅଟୋ ଚାଳକ ଜଣକ ଗୁରତର ଅବସ୍ଥାରେ ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁଯାୟୀ , ବାଲିପାଟଣା…
Read More...

ପୁରୀ – ଭୁବନେଶ୍ୱର ରାସ୍ତା ଅବରୋଧ କଲେ ମହିଳା

(ଜୟନ୍ତ କୁମାର ସେଠୀ): ପୁରୀ - ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ। ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ଓଡିଶା ଜିବିକା ମିଶନ ଶକ୍ତି ଚୟନ ଗଠନରେ ଅନିୟମିତତା ଦର୍ଶାଇ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ମଙ୍ଗଳପୁରଠାରେ ମହିଳାମାନଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲା । ସେହିପରି କଂଟି ପଞ୍ଚାୟତର…
Read More...

ପୋଲିସ ହାତରେ ଧରାପଡିଲେ ୬ ଜଣ ଦୁବୃତ୍ତ

( ଜୟନ୍ତ କୁମାର ସେଠୀ): ପୋଲିସ ହାତରେ ଧରାପଡିଲେ ୬ ଜଣ ଦୁବୃତ୍ତା ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ପିପିଲି ବାଇପାସଠାରେ ୬ ଜଣ ଦୁବୃତ୍ତଙ୍କୁ ଗରିଫ କରିଛି ପୋଲିସ । ପିପିଲି ପୋଲିସ ପେଟ୍ରୋଲିଂବେଳେ ୬ ଜଣ ଦୁବୃତ୍ତଠାରୁ ଦୁଇଟି ଖଣ୍ଡା, ଦୁଇଟି ବୋମା ଜବତ କରିଛି । ପିପିଲି ଥାନା…
Read More...

ବସ୍ ରହଣୀ ଦାବି ନେଇ ରାସ୍ତାରୋକ କଲେ ଛାତ୍ରଛାତ୍ରୀ

( ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ତେଇଶିପୁର ପଞ୍ଚାୟତର ନିର୍ମଳା ଛକଠାରେ ବସଷ୍ଟାଣ୍ଡ ଥିଲେ ମଧ୍ୟ ବସ ନରହିବାରୁ କଲେଜ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ ପୁରୀ –ଭୁବନେଶ୍ୱର ରାସ୍ତାରୋକ କରିଥିଲେ ।…
Read More...

ରେଳଫାଟକ ନିକଟରୁ ସରପଞ୍ଚଙ୍କ ମୃତଦେହ ଠାବ

(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଙ୍କ ମୃତଦେହ ବାଲିସାହି ରେଳ ଫାଟକ ନିକଟଠାରୁ ଅଳ୍ପ ଦୂରରେ ଠାବ କରାଯାଇଛି । ସରପଞ୍ଚ ଶ୍ରୀ ଅଜୟ ବେହେରାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୂଚନାଅନୁଯାୟୀ , ଆଜି…
Read More...

ଅପମିଶ୍ରିତ ଡିଜେଲ କୁ ନେଇ ପେଟ୍ରୋଲ ପମ୍ପରେ ଉତେଜନା

( ଜୟନ୍ତ କୁମାର ସେଠୀ) : ଗତକାଲି ରାତିରେ ପୁରୀ ଜିଲ୍ଲା ନିମାପଡାରେ ଅପମିଶ୍ରିତ ଡିଜେଲକୁ ନେଇ ପାଓନିୟର ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ଫଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରିସ୍ଥିତ ଏପରି ସଙ୍ଗୀନ ହୋଇଯାଇଥିଲା ଯେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ…
Read More...

ଆଇନ୍ ସଚେତନତା ଶିବିର

( ଜୟନ୍ତ କୁମାର ସେଠୀ) : ଆଜି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗାଦିବ୍ରହ୍ମ ମହାବିଦ୍ୟାଳୟ ପରିସରରେ ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ଆଇନ ସହାୟତା, ସାକ୍ଷରତା ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସହକାରୀ ଦୌରାଜଜ୍ ସୁବ୍ରତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ତୈଳଦର ବୃଦ୍ଧି ଓ ଦଳିତ ଆଦିବାସୀଙ୍କୁ ଅତ୍ୟାଚାର ପ୍ରତିବାଦରେ ରାଜପଥ ଅବରୋଧ …

(ଜୟନ୍ତ କୁମାର ସେଠୀ): ପୁରୀ ଭୁବନେଶ୍ୱର ୩୧୬ ଜାତୀୟ ରାଜପଥ ଅବରୋଧ କଲେ ଜାତୀୟ ଦଳିତ ଆଦିବାସୀ ମାଇନୋଟି ମହାସଂଘ । ଏଥିରେ ମୁଖ୍ୟ ବିଜୟ ସେଠୀ,ଷ୍ଟେଟ୍ ପ୍ରେସିଡେଣ୍ଟ ସୋନିଲତା ସେଠୀ, ବନିତା ବେହେରା,କୁନି ଭୋଇ, ମଞ୍ଜୁ ଭୋଇ, ସବିତା ନାୟକ, ମଞ୍ଜୁ ବେହେରା, ଓବିସି ପ୍ରେସିଡେଣ୍ଟ ଟୁକୁନା…
Read More...