ଆଇନଜୀବି ଆନ୍ଦୋଳନକୁ ନେଇ ମହ ଓକିଲଙ୍କ ମାମଲା ଫଇସଲା ହୋଇ ପାରୁନଥିବା ଯୋଗୁଁ ଖାଦ୍ୟ ବନ୍ଦ ଆନ୍ଦୋଳନ
(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା କାରାଗାର ବାଙ୍ଗରଠାରେ ଦିର୍ଘ ୪୦ ଦିନରୁ ଅଧିକ ହେବ ଆଇନ ଜିବି ମାନଙ୍କର ଆନ୍ଦୋଳନ ସମାଧାନ ହୋଇପାରୁନଥିବା ଜୋଗୁ ବିଚାର ଧିନ ମହ ଓକିଲ ଓ କୟଦି ବିଭିନ୍ନ ଜେଲରେ ବନ୍ଦୀ ହୋଇ ଅଛନ୍ତି। ଜିଲ୍ଲା କାରାଗାର ବାଙ୍ଗର ଠାରେ ୫୮୪ ଜଣ ବନ୍ଦୀ ହୋଇ ଅଛନ୍ତି।ଏଥି…
Read More...
Read More...