Browsing Tag

Gop

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଏ ଏସ ଆଇ

ଗୋପ(ଜୟନ୍ତ କୁମାର ସେଠୀ): ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୁରୀ ଗୋପ ଥାନାର ଏ ଏସଆଇ ରାଧାଶ୍ୟାମ ନାୟକ । ଗୋପ ଥାନା ଅଧୀନ ସୁବର୍ଣ୍ଣପୁର ଗ୍ରାମର ଏକ ଜମିବାଡ଼ି ଘଟଣାରେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଳାନ୍ସ ହାତରେ ଧରା ପଡିଛନ୍ତି…
Read More...

ପିପିଲି ଉପ ନିର୍ବାଚନର ପୋଲିଂ ପାର୍ଟିଙ୍କ ନିମନ୍ତେ ପ୍ରସ୍ତୁତି ଶେଷ

ଗୋପ(ଜୟନ୍ତ କୁମାର ସେଠୀ): ପିପିଲି ଉପ ନିର୍ବାଚନ ମତଦାନ ନିମନ୍ତେ ଆସନ୍ତା ୨୮ ତାରିଖରେ ପୋଲିଂ ପାର୍ଟି ସେମାନଙ୍କ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ଏଥି ପାଇଁ ପେଣ୍ଠକଟା ସ୍ଥିତ ଓୟାରର ହାଉସଠାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହାର ସମୀକ୍ଷା…
Read More...

ଭୋଟ ଗଣତି ନିମନ୍ତେ ତାଲିମ ଅନୁଷ୍ଠିତ

ଗୋପ(ଜୟନ୍ତ କୁମାର ସେଠୀ): ପିପିଲି ଉପ ନିର୍ବାଚନର ଭୋଟ ଗଣତି ପାଇଁ ତାଲିମ ଶିବିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଆସନ୍ତା ୩୦ ତାରିଖରେ ମତଦାନ…
Read More...

ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ସଂଗଠନ ଆନୁକୂଲ୍ୟରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ସଦର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ ।…
Read More...

ଭୋଟର ମାନଙ୍କ ପାଇଁ ନୂଆ ନିୟମ

ଗୋପ(ଜୟନ୍ତ କୁମାର ସେଠୀ): ପିପିଲି ଉପ-ନିର୍ବାଚନ ନିମନ୍ତେ ଆସନ୍ତା ୩୦ ତାରିଖରେ ଭୋଟ ଗ୍ରହଣ କରାଯିବ । ଭୋଟ ଦେବା ନିମନ୍ତେ ଭୋଟର ପରିଚୟ ପତ୍ର ବ୍ୟତୀତ ଅନ୍ୟ ୧୧ଟି ପ୍ରମାଣପତ୍ର ଭାବେ ଦର୍ଶାଇ ଭୋଟର ମାନେ ମତଦାନ କରିପାରିବେ । ଉକ୍ତ ପ୍ରମାଣପତ୍ର ମଧ୍ୟରେ ଆଧାର କାର୍ଡ, ଏମଜି ନରେଗା କାର୍ଡ,…
Read More...

ଉପନିର୍ବାଚନ ପୂର୍ବରୁ ପିିପିଲିରେ ରାସ୍ତା ରୋକ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ପିପିଲିରେ ଦେଖା ଦେଇଛି ରାଜନୈତିକ ଅଶାନ୍ତି । ବିଜେପି ପତାକା ଚିରିବା ଏବଂ ପ୍ରଚାର ଗାଡ଼ିକୁ ବାଡ଼େଇବା ଅଭିଯୋଗରେ ରାସ୍ତା ରୋକ କରିଛନ୍ତି ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକରେ ପ୍ରଚାର ଗାଡି ଡ୍ରାଇଭରଙ୍କୁ ବିଜେଡ଼ି କର୍ମୀ ମାରିବା…
Read More...

ଅଲ ଓଡିଶା ଅଗନୱାଡି ଲେଡିଜ଼ ୱାର୍କରସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଗୋପ(ଜୟନ୍ତ କୁମାର ସେଠି) : ଅଲ ଓଡିଶା ଅଗନୱାଡି ଲେଡିଜ଼ ୱାର୍କରସ ଆସୋସିଏସନ ପକ୍ଷରୁ ପୁରୀ ଜ଼ିଲ୍ଲା ଅଙ୍ଗନୱାଡି କର୍ମଚାରୀଙ୍କ ବିବିର୍ଣ୍ଣ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସରକାରଙ୍କ ଦ୍ୱାରା ପ୍ରଦତ୍ତ ମୋବଇଲ ପାଇଁ ସିମ କାର୍ଡ ଓ ଡାଟା ପ୍ୟାକ ପ୍ରଦାନ…
Read More...

ବେଆଇନ ନିଶାକାରବାରରେ ଜଣେ ଗିରଫ

ଗୋପ(ଜୟନ୍ତକୁମାର ସେଠୀ) : ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧୀକ୍ଷକ ତତ୍ୱବାଧାନରେ ତଥା ସାତପଡ଼ା ଅବକାରୀ ଏସଆଇ ବିନୋଦ ବାସ୍କେଙ୍କ ନେତୃତ୍ୱରେ କୃଷ୍ଣପ୍ରସାଦ ଥାନା ଅଂଚଳରେ ଚଢ଼ାଉ କରାଯାଇ ବେଆଇନ ଭାବେ ନିଶା କାରବାର କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି ।…
Read More...

ଟାଟା ପୱାରର ମିଟରରେ ହେରଫେର

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ସହରରେ ଟାଟା ପାୱାର ପକ୍ଷରୁ ଲଗାଯାଇଥିବା ମିଟରରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଏବେ ଅତ୍ୟଧିକ ବିଦ୍ୟୁତ ବିଲ ଦେବାକୁ ବାଧ୍ୟ କରାଯାଉଥିବା ବେଳେ ସେମାନଙ୍କୁ ବେଆଇନ ଭାବେ ମିଟର ପରିବର୍ତ୍ତନ କରିବାକୁ ବାଧ୍ୟ କରାଯିଉଛି ।…
Read More...

ଲୁଣା ନଦୀରେ ବୁଡି ୨ ଭାଇ ମୃତ

ଗୋପ(ଜୟନ୍ତ କୁମାର ସେଠୀ):  ଲୁଣା ନଦୀରେ ବୁଡି ଦୁଇ ନାବାଳକ ମୃତ । ଡେଲାଙ୍ଗ ଧାନକେରା ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଏହି ଘଟଣା ପରେ ନାଗଣା ଗ୍ରାମରେ ଦୁଃଖର ଶାୟା ଖେଳିଯାଇଛି । ଏହି ଦୁଇ ନାବାଳକ ଭାଇ ନାଗଣା ଗ୍ରାମର ସଦାଶିବ ପ୍ରଧାନଙ୍କ ପୂଅ । ମୃତକ ମଧ୍ୟରେ ଜଣେ ସାତ…
Read More...