ଗୋପ ଥାନା ହାଜତରୁ ଫେରାର ହେଲେ ୨ ଅଭିଯୁକ୍ତ
ପୁରୀ:- ପୁରୀ ଜିଲ୍ଲା ଗୋପ ଥାନା ହାଜତରୁ ମଙ୍ଗଳବାର ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପାଇଖାନା ସ୍କାଏ ଲାଇଟ୍ ଭାଙ୍ଗି ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ଚୋରି ମାମଲାରେ ବାଇକ୍ ସହ ୨ ଅଭିଯୁକ୍ତ ଗିରଫ ହେଇଥିଲେ। ତେବେ ଏତେ ସୁରକ୍ଷା ସତ୍ତ୍ବେ ଶୌଚ ହେବା…
Read More...
Read More...