ଜୁନ ୨୨ ତାରିଖ ପର୍ଯ୍ୟନ୍ତ ବିମାନ ଉଡାଣ ବାତିଲ କରିଛି ଗୋ ଫାଷ୍ଟ କମ୍ପାନୀ
ଆସନ୍ତା ଜୁନ ୨୨ ତାରିଖ ପର୍ଯ୍ୟନ୍ତ ବିମାନ ଉଡାଣ ବାତିଲ କରିଛି ଗୋ ଫାଷ୍ଟ କମ୍ପାନୀ । କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ବିମାନ ଉଡାଣର ତାରିଖ ବାତିଲ କରିବାରେ ଲାଗିଛି । କମ୍ପାନି ଏକ ବିବୃତ୍ତି ରେ କହିଛି ଯେ ପରିଚାଳନା ସମସ୍ୟା କାରଣରୁ ଏହି ନିଷ୍ପତ୍ତି ନେବାକୁ ପଡିଛି ।…
Read More...
Read More...