Browsing Tag

goa

ପାଣାଜୀ ସହରର ନଗର ନିଗମ ନିର୍ବାଚନରେ ବିଜେପିର ବାଜିମାତ

ଗୋଆର ପାଣାଜୀ ନଗର ନିଗମ (ସିସିପି) ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱରେ ଏକ ପ୍ୟାନେଲ ଏକ ବିପୁଳ ବିଜୟ ହାସଲ କରିଛି ଏବଂ ନାଗରିକ ସଂସ୍ଥାର ଅଧିକାଂଶ ୱାର୍ଡରେ ବିଜୟ ହାସଲ କରିଛି। ବିଜେପି ମନ୍ତ୍ରୀ ଆଟାନାସିଓ ମୋନସେରାଟ୍ଙ୍କ ନେତୃତ୍ୱାଧୀନ ପ୍ୟାନେଲ୍ 30ଟି ଆସନରୁ…
Read More...

ଗୋଆ ନାଇଟ୍ କ୍ଲବରେ ବଡ଼ ବିସ୍ଫୋରଣ, ଗଲା ୨୫ ଜୀବନ

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ (ଡିସେମ୍ବର ୬, ୨୦୨୫) ଉତ୍ତର ଗୋଆର ଅରପୋରା ଗାଁରେ ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ଅତି କମରେ ୨୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୋଆ ପୋଲିସ ମୁଖ୍ୟ ଆଲୋକ କୁମାର ପିଟିଆଇକୁ କହିଛନ୍ତି ଯେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ…
Read More...

୩୭ତମ ଜାତୀୟ କ୍ରୀଡାରେ ଓଡିଶାକୁ ୫୮ଟି ପଦକ

କଟକ : ଗୋଆରେ ଚାଲିଛି ୩୭ ତମ ଜାତୀୟ କ୍ରୀଡା । ସେଥିରେ ୋଷ୍ଠ ପ୍ରଦର୍ଶନ କରିଛି ଓଡିଶା । ଏବେ ସୁଦ୍ଧା ଓଡିଶା ୫୮ଟି ପଦକ ଜିତି ଥିବା ବେଳେ ୧୦ଟି ସ୍ୱର୍ଣ୍ଣ,୧୮ଟି ରୌପ୍ୟ ଓ ୩୦ଟି କାଂସ୍ୟ ପଦକ ହାସଲକରିଛି । ପୂର୍ବରୁ ୨୦୨୨ରେ ଗୁଜୁରାଟ ଠାରେ ଆୟୋଜିତ ହୋଇଥିବା ଜାତୀୟ କ୍ରୀଡାରେ ଓଡିଶା ୬ଟି…
Read More...

ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ : ସୁରକ୍ଷା ଦୃଷ୍ଟିରୁ ବିମାନକୁ ପଠାଗଲା ଉଜବେକିସ୍ତାନ

ଗୋଆ: ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ । ଏଣୁ ଫ୍ଲାଇଟକୁ ସୁରକ୍ଷା ଆଲର୍ଟ ଜାରି କରାଯାଇଛି । ସୁରକ୍ଷା ଆଲର୍ଟ ଜାରି ହେବା ପରେ ବିମାନକୁ ଉଜବେକିସ୍ତାନକୁ ଡାଇଭର୍ଟ କରିଦିଆଯାଇଛି । ଏହାର କାରଣ ଗୋଆ ବିମାନବନ୍ଦରର ନିର୍ଦ୍ଦେଶକଙ୍କ ଇମେଲ ଆଇଡିକୁ ଏହି ଧମକପୂର୍ଣ୍ଣ ମେଲ୍‌ ଆସିଛି।…
Read More...

ବିମାନ କ୍ୟାବିନରେ ଧୁଆଁ

ବ୍ୟୁରୋ:ଗୋଆରୁ ଆସୁଥିବା ଏକ ସ୍ପାଇସଜେଟ୍ ବିମାନକୁ ଜରୁରୀ ଅବତରଣ କରାଯାଇଛି । ଏହି ବିମାନକୁ ହାଇଦ୍ରାବାଦ ବିମାନବନ୍ଦରରେ ଅବତରଣ କରାଯାଇଛି । ବିମାନର କ୍ୟାବିନରେ ଧୂଆଁ ଦେଖାଯିବା ପରେ ବୁଧବାର ବିଳମ୍ବିତ ରାତିରେ ଜରୁରୀ ଅବତରଣ କରାଯାଇଛି । ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ…
Read More...

ଭୁଶୁଡିଯିବ କି କଂଗ୍ରେସ ?

ଗୋଆ:ଏବେ କଂଗ୍ରେସରେ ଚାଲିଛି ଇସ୍ତପା ପର୍ବ । ବିଭିନ୍ନ ରାଜ୍ୟରୁ ଆସୁଛି ଦଳୀୟ ମତଭେଦ ।୫ରାଜ୍ୟରେ ୨୦୨୨ ବିଧାନସଭା ନିର୍ବାଚନ ପରାଜୟ ପରେ ଯେମିତି ଭାଙ୍ଗିବାକୁ ବସିଲାଣି କଂଗ୍ରେସ ଦଳର ଅଣ୍ଟା । ଗୋଆ କଂଗ୍ରେସରେ ସମସ୍ୟାକୁ ନେଇ ଦଳ ଆକ୍ଟିଭ ହୋଇଥିବା ବେଳେ ଉତ୍ତରାଖଣ୍ଡ କଂଗ୍ରେସରେ…
Read More...

୭୧୬ ଭୋଟ୍‌ରେ ପରାସ୍ତ ହେଲେ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକ

(ଗୋଆ) : ଗୋଆର ଲୋକ ପ୍ରିୟ ନେତା ଥିଲେ ମନୋହର ପାରିକର। ନିର୍ବାଚନ ଛିଡ଼ା ହେବା ପରଠାରୁ କେବେ ହାରି ନଥିଲେ। ଏପଟେ ବାପାଙ୍କ ପରିଚୟ ଓ ଲୋକପ୍ରିୟତାକୁ ପାଥେୟ କରି ନିର୍ବାଚନ ଲଢ଼ିବାକୁ ବାହାରିଥିଲେ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର। କିନ୍ତୁ ଉତ୍ପଳ ବିଜେପିର ପ୍ରାର୍ଥୀ ଅତନାସିଓ…
Read More...

ଖୋଲିଲା ଦେଶର ପ୍ରଥମ ମଦ ସଂଗ୍ରହାଳୟ

(ଗୋଆ) : ଖୋଲିଲା ଦେଶର ପ୍ରଥମ ମଦ ସଂଗ୍ରହାଳୟ । ଗୋଆ କାଣ୍ଡୋଲିମ୍‌ରେ ଦେଶର ପ୍ରଥମ ମଦ ସଂଗ୍ରହାଳୟ ଖୋଲାଯାଇଛି । ଜଣେ ସ୍ଥାନୀୟ ବ୍ୟବସାୟୀ ତାକୁ ଖୋଲିଥିବା ବେଳେ ତା’ର ନାମ ‘ଅଲ୍‌ ଏବାଉଟ୍‌ ଆଲକୋହଲ’ ରଖାଯାଇଛି । କାଣ୍ଡୋଲିମ୍‌ ସ୍ଥାନୀୟ ଭାବେ ପିଆଯାଉଥିବା ‘ଫେନି’ ମଦ ପାଇଁ ଲୋକପ୍ରିୟ ।…
Read More...

ଗୋଆରେ ଅକ୍ସିଜେନ ଅଭାବ ହେତୁ ୨୬ କରୋନା ରୋଗୀ ମୃତ , ହାଇକୋର୍ଟ ଦ୍ୱାରା ମାମଲାର ତଦନ୍ତ ଦାବି

(ଗୋଆ) : ଗୋଆର ଏକ ହସ୍ପିଟାଲରେ ଆଜି ୨୬ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହାର ପ୍ରକୃତ ରହସ୍ୟ ଜାଣିବା ପାଇଁ ଗୋଆର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ୍‌ ରାଣେ ହାଇକୋର୍ଟ ଦ୍ୱାରା ମାମଲାର ତଦନ୍ତ ଦାବି କରିଛନ୍ତି । ତେବେ ସେ କହିଛନ୍ତି କି ଏହି ରୋଗୀଙ୍କର ମୃତ୍ୟୁ ବିଳମ୍ୱିତ ରାତି ୨ଟାରୁ…
Read More...

୪ଦିନ ଲକଡାଉନ ଘୋଷଣା କଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

(ଗୋଆ) : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ହେତୁ ବିଭିନ୍ନ ରାଜ୍ୟ ଲକଡାଉନ୍ ଘୋଷଣା କରୁଛନ୍ତି । ଏହାରି ମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟରେ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୭ ଟାରୁ ମେ ୩ ତାରିଖ ସକାଳ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…
Read More...