ପଞ୍ଚଭୂତରେ ଲୀନ ହେଲେ ଲେଖିକା ଗୀତା ମେହେଟ୍ଟା
ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ଲେଖିକା ଗୀତା ମେହେଟ୍ଟା । ଦିଲ୍ଲୀ ଲୋଦି ରୋଡ୍ ଶ୍ମଶାନ ଘାଟରେ ଗୀତା ମେହେଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କୁ ମୁଖାଗ୍ନି ଦେଇଛନ୍ତି ପୁଅ ଆଦିତ୍ୟ ସିଂ ମେହେଟ୍ଟା । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଭଉଣଙ୍କ…
Read More...
Read More...