ଚଇତି ପର୍ବର ଆଜି ଦ୍ଵିତୀୟ ଦିନ, ମାଙ୍କ ସୁନାବେଶ ପାଇଁ ଭକ୍ତଙ୍କ ସମାଗମ
(କେଉଁଝର ) : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଜଗତ ଜନନୀ ଘଟଗାଁ ମା’ ତାରିଣୀଙ୍କ ୮୫ତମ ଚଇତି ପର୍ବର ଆଜି ଦ୍ଵିତୀୟ ଦିନ । ଚଇତି ପର୍ବ ପାଇଁ ଉତ୍ସବ ମୁଖର ହୋଇ ପଡିଛି ମା’ ତାରିଣୀଙ୍କ ଘଟଗାଁ ପୀଠ । ଧୂପ, ଦୀପ, କର୍ପୂର ବାସ୍ନାରେ ମନ୍ଦିର ମହମହ ବାସି ଉଠୁଥିବା ବେଳେ ଶଙ୍ଖ,…
Read More...
Read More...