Browsing Tag

Gayatri Sahoo

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୨୦୮ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇ ୨୦୦୦ ଟପି ଯାଇଥିବା ରେକର୍ଡ କରାଯାଇଛି। ଦେଶରେ କୋଭିଡ୍‌ ସଂକ୍ରମଣ ୧ ହଜାର ରହିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ସୂଚନାନୁସାରେ , ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୨୦୮ କରୋନା ନୂଆ ସଂକ୍ରମଣ ଓ ୧୨ ଜଣଙ୍କର…
Read More...

ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା

ଭୁବନେଶ୍ୱର: ଏଥର ଓଡ଼ିଆ ଭାଷାରେ ଦେଇ ହେବ ଓଏଏସ ପରୀକ୍ଷା । ଇଂରାଜୀ ଭାଷା ସହ ଓଡ଼ିଆରେ ବି ପ୍ରସ୍ତୁତ ହେବ ପ୍ରଶ୍ନପତ୍ର । ପ୍ରିଲିମ୍, ମେନ୍ ଓ ଇଣ୍ଟରଭିୟୁ ସବୁ କିଛି ପୂର୍ବରୁ ଇଂରାଜୀରେ ହେଉଥିବା ବେଳେ ଏବେ ଓଡ଼ିଆ ଭାଷାରେ ବି ହେବ । ପରୀକ୍ଷାର୍ଥୀମାନେ ନିଜ ଇଚ୍ଛା ମୁତାବକ ଏହି ୨ଟି…
Read More...