Browsing Tag

Gas price

ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ଗ୍ୟାସ ଦର

ନୂଆଦିଲ୍ଲୀ: ଶସ୍ତା ହେଲା ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ଦର । ୧୯ କି.ଗ୍ରା ସିଲିଣ୍ଡର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ ପାଇଛି । ତେବେ ୧୪.୨ କିଲୋଗ୍ରାମ ଘରୋଇ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।ତୈଳ ବିପଣନ କମ୍ପାନିଗୁଡ଼ିକ ଦ୍ୱାରା ପ୍ରକାଶିତ ନୂତନ ଦର ତାଲିକା…
Read More...

ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ତେଲ ଦର ବୃଦ୍ଧି ପରେ ଏବେ ରୋଷେଇ ଗ୍ୟାସର ପାଳି । ତେଲ ଦର ଲୋକଙ୍କୁ ଦରମରା କରୁଥିବା ବେଲେ ଏବେ ମାରୁଛି ରନ୍ଧନ ଗ୍ୟାସ ଦର । ମହଙ୍ଗା ହୋଇଛି କମର୍ସିଆଲ ଗ୍ୟାସ ସିଲିଣ୍ଡର । ୨୬୬ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ । ବର୍ଦ୍ଧିତ ଦର ଆଜିଠୁ ଲାଗୁ ହୋଇଛି ।…
Read More...

ପେଟ୍ରୋଲ ଡିଜେଲ ପରେ ଇନ୍ଧନ ଗ୍ୟାସ ଦର ବୃଦ୍ଧି

(ସୌମ୍ୟ ରଂଜନ ସେଠୀ) : ପେଟ୍ରୋଲ ଏବଂ ଡିଜେଲ ଦର ଆକାଶ ଛୁଆଁ ରହିଥିବାବେଳେ ଏବେ ସିଏନ୍ଜିର (ଇନ୍ଧନ ଗ୍ୟାସ), ଏଲ୍ପି ଜି (ରନ୍ଧନ ଗ୍ୟାସ) ଏବଂ ପିଏନ୍ଜିୃ (ଘରୋଇ ପ୍ରାକୃତିକ ଗ୍ୟାସ) ଦରରେ ବୃଦ୍ଧି ଘଟିଛି। ସରକାର ରବିବାର ସିଏନ୍ଜି , ଏଲପିଜି ଓ ପିଏନ୍ଜିର ଦର ବଢାଇ ଦେଇଛନ୍ତି। ରବିବାର…
Read More...