Browsing Tag

gas cylinder

ଏବେଠାରୁ ହାତ ପାହାନ୍ତାରେ ମିଳବ ଗ୍ୟାସ ସିଲିଣ୍ଡର ।

ଏଣିକି କେଇ ମିନିଟରେ ମିଳିବ ଗ୍ୟାସ ସିଲିଣ୍ଡର । ଅର୍ଡର କରିବାର କିଛି ସମୟର ମଧ୍ୟରେ  ଘରେ ପହଞ୍ଚିବ LPG ସିଲିଣ୍ଡର ।  ହଁ ଆଜ୍ଞା ଆପଣଙ୍କୁ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଶତ ପ୍ରତିଶତ ସତ ହେବାକୁ ଯାଉଛି । ଏହି ବ୍ୟବସ୍ଥା ପ୍ରଥମେ ବାଙ୍ଗଲୋରରେ ଆରମ୍ଭ ହେଭାକୁ ଯାଉଛି ।…
Read More...

ବିକ୍ରି ହୋଇପାରିବ ପାଞ୍ଚ କେଜି ଗ୍ୟାସ ସିଲିଣ୍ଡର

ବିକ୍ରି ହୋଇପାରିବ ପାଞ୍ଚ କେଜି ଗ୍ୟାସ ସିଲିଣ୍ଡର । ଏନେଇ ସ୍ପଷ୍ଟ କରିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ୫ କେଜି ଗ୍ୟାସ୍ ବିକ୍ରିକୁ ନେଇଖାଦ୍ୟ ଯୋଗାଣ ବିଭାଗର ସ୍ପଷ୍ଟୀକରଣ । ଶ୍ରମିକ ଓ ଛାତ୍ରଛାତ୍ରୀ ପରିଚୟପତ୍ର ଦେଖାଇ କିଣିପାରିବେ ୫ କେଜି ଗ୍ୟାସ୍ । ଶ୍ରମିକ, ଛାତ୍ରଛାତ୍ରୀ…
Read More...