Browsing Tag

ganjei

ଆଜିଠୁ ଓଡ଼ିଶା ପୋଲିସର ‘ଅପରେସନ ଗଜ’, ଧରା ହେବେ ଗଞ୍ଜେଇ ବେପାରୀ

ଭୁବନେଶ୍ଵର: ଆଜିଠୁ ଓଡ଼ିଶା ପୋଲିସର ‘ଅପରେସନ ଗଜ’ । ବଲାଙ୍ଗିରରେ ‘ଅପରେସନ ଗଜ’ ଆରମ୍ଭ ନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି । ଅପରେସନ୍ ଗରୁଡର ସଫଳତା ପରେ ଆଜିଠୁ ଆରମ୍ଭ ହୋଇଛି ଅପରେସନ୍ ଗଜ । ଗଞ୍ଜେଇ ଚୋରାଚାଲାଣର ମୂଳତ୍ପାଟନ ପାଇଁ ‘ଅପରେସନ ଗଜ’ । ବେପାରୀଠାରୁ ଗ୍ରାହକ ପର୍ଯ୍ୟନ୍ତ…
Read More...

ଗଞ୍ଜେଇ ବେପାରୀଙ୍କୁ ଧରିଲା ଦଶପଲ୍ଲା ଥାନା ପୋଲିସ

ନୟାଗଡ / ମାନସ  କୁମାର  ସାହୁ : ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ ପାଲଟିଛି କନ୍ଧମାଳ ଜିଲ୍ଲା। କନ୍ଧମାଳରୁ ଦୈନିକ ରାଜ୍ୟ ଓ ରାଜ୍ୟ ବାହାରକୁ ହେଉଛି ଗଞ୍ଜେଇ ଚୋରା ଚାଲାଣ। କଲେଜ ପଢୁଆ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳାମାନେ ଏହି ଚାଲାଣ ରେ ସଂପୃକ୍ତ ରହୁଥିବା ବେଳେ ପୁଲିସ ଏବଂ ଅବକାରୀ…
Read More...

ଅଧ ଏକର ଜମିରୁ ଉର୍ଦ୍ଧ ଜାଗାରେ ଗଞ୍ଜେଇ ଚାଷ

ନବରଙ୍ଗପୁର: ରାଇଘର ବ୍ଲକର ସୀମାନ୍ତ କୁନ୍ଦେଇ ଥାନା ଅନ୍ତର୍ଗତ କାଉଡ଼ଲା ପଞ୍ଚାୟତର ରାବଣାଗୁଡ଼ା ଗ୍ରାମରେ ପନିପରିବା ଚାଷ ଆଳରେ ଗଞ୍ଜେଇ ଚାଷ ହେଉଥିବା ଅଭିଯୋଗ ହେଉଛି । ସରକାରୀ ରିପୋର୍ଟ ଅନଯାୟୀ ରାଇଘର ବ୍ଲକରେ ଗଞ୍ଜେଇ ଚାଷ ହେଉନଥିବା ବେଳେ ଏହା ପ୍ରଥମ ବୋଲି ଜଣାପଡ଼ିଛି । ରାବଣାଗୁଡ଼ା…
Read More...

୨୫୦୦ କୋଟିଟଙ୍କାର ହେରୋଇନ୍ ଜବତ, ୪ ଅଭିଯୁକ୍ତ ଗିରଫ

ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ୨୫୦୦ କୋଟିଙ୍କାର ହେରୋଇନ ଦିଲ୍ଲୀପୋଲିସ ଦ୍ୱାରା ଜବତ ହୋଇଥିବା ବେଳେ ୪ ଅଭିଯୁକ୍ତଙ୍କୁ ଗରିଫ କରିଛି ଦିଲ୍ଲୀ ପୋଲିସ । ପ୍ରଥମ ଥର ପାଇଁ ଦୀଲ୍ଲୀ ସ୍ପେସିଆଲ ସେଲ ୩୫୪ କିଲୋଗ୍ରାମର ହେରୋଇନ ଜବତ କରିଥିବା ନେଇ ପ୍ରକାଶ କରିଛି । ଏତେ ପରିମାଣର ଗଞ୍ଜେଇ…
Read More...

୧୨କେଜି ଗଞ୍ଜେଇ ଜବତ ସହ ୨ ଅଟକ

ନବରଙ୍ଗପୁର(ରିପୋର୍ଟର୍ସ ଟୁଡେ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ତୁମ୍ବର୍ଲା ଫାଣ୍ଡି ଅଧିକାରୀ ସୂବେନ୍ଦୁ କୁମାର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଫାଣ୍ଡି ନିକଟସ୍ଥ ରାସ୍ତାରେ ଏକ ବାଇକରେ ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ୍ । ୨ ଜଣ ସହ ୧୨…
Read More...