Browsing Tag

Ganjam

ସାଇକେଲକୁ ଧକ୍କା ଦେଲା ବାଇକ, ସାଇକେଲ ଆରୋହୀ ମୃତ

ଗଞ୍ଜାମ/ ରଜନୀକାନ୍ତ ପାତ୍ର: କବିସୂର୍ଯ୍ୟନଗର ଥାନା ବଡ଼ଆଗୁଳ ଛକ ନିକଟରେ ସାଇକେଲକୁ ଧକ୍କା ଦେଲା ବାଇକ । ଏହି ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ମୃତ ସାଇକେଲ ଆରୋହୀ ହେଲା ବଡଆଗୁଳ ଗ୍ରାମର ସୁନୀଲ ଡାକୁଆ । ସେ ରାଜ୍ୟ ରାଜପଥ ୩୧ ପାର…
Read More...

ଯୁବ ସମାଜସେବୀ ବିଦେଶୀଙ୍କୁ ସହାୟତାର ହାତ ବଢେ଼ଇଲା ବିପଦର ବନ୍ଧୁ ଓଡ଼ିଶା ସଙ୍ଗଠନ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ୍ କଇଠ ସାହି ଗ୍ରାମର ସଞ୍ଜୟ ପ୍ରଧାନଙ୍କ ବଡ଼ ପୁଅ ବିଦେଶୀ ପ୍ରଧାନ । ସେ ଗୋପବନ୍ଧୁ ଚାରି ଟେବୁଲ୍ ଟ୍ରଷ୍ଟର ଜଣେ ଆଗଧାଡିର ସ୍ବେଚ୍ଛାସେବୀ । ଦିନ ଥିଲା ଯିଏ ଅସହାୟ ଦୁଃଖି ଦରିଦ୍ରଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅହରହ ପ୍ରୟାସ କରୁଥିଲେ ।…
Read More...

ବେଷ୍ଟ ଭଲ୍ୟୁଣ୍ଟୀଅର ଅଫ୍ ଦି ଇୟର ଆୱାର୍ଡ଼ ପାଇଲେ ଏନ୍.କାମରାଜୁ ପାତ୍ର

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ବଡ଼ଗଡ଼ ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ଏନ୍. ଭାଲୁ ପାତ୍ର ଏବଂ ଏନ୍.ଝୁନୁ ପାତ୍ରଙ୍କ କନିଷ୍ଠ ପୁତ୍ର ଏନ୍. କାମରାଜୁ ପାତ୍ର ପାଇଲେ କଲେଜ ବେଷ୍ଟ ଭଲ୍ୟୁଣ୍ଟୀଅର ଆଫ୍ ଦି ଇୟର ଆୱାର୍ଡ଼-୨୦୨୩ । ସ୍ଥାନୀୟ ସୋରଡ଼ା ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟର ରୌପ୍ୟ…
Read More...

ଅଟୋରୁ ଜବତ ହେଲା ୧୩୬ କେଜି ଗଞ୍ଜେଇ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଦିଗପହଣ୍ଡି ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ଜାତୀୟ ରାଜପଥ ୩୨୬ ଛଣମେରି ଅଦର୍ଶବିଦ୍ୟାଳୟ ନିକଟରେ ଏକ ଅଟୋରୁ ପାଟପୁର ପୋଲିସ ୧୩୬ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ଅଟୋ ଡ୍ରାଇଭର ସହ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି । ଦିଗପହଣ୍ଡି ଡେଙ୍ଗାଉସ୍ତା ମୁଖ୍ୟ…
Read More...

ଅବକାରୀ ଥାନା ପକ୍ଷରୁ ନକଲି ମଦ ଜବତ ୨ଗିରଫ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ବ୍ରହ୍ମପୁର ଅବକାରୀ ଥାନାକୁ ମିଳିଛି ସଫଳତା । ଅବକାରୀ ବିଭାଗ ଦ୍ଵାରା ପୃଥକ୍ ପୃଥକ୍ ସ୍ଥାନରେ ଛକି ରହି ୪୫ ଲିଟର ନକଲି ମଦ ଜବତ କରିଥିବା ବେଳେ ଏହି ସଂକ୍ରାନ୍ତରେ ଗୋଟିଏ ବାଇକ୍ ଜବତ ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା…
Read More...

ମିନି ଟ୍ରକ ଧକ୍କାରେ ସାଇକେଲ ଅରୋହି ମୃତ

ଗଞ୍ଜାମ/ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଗୁଣ୍ଠପୋଡା ଛକରେ ଦୁର୍ଘଟଣା। ମିନିଟ୍ରକ(407) ଧକ୍କାରେ ଜଣେ ସାଇକେଲ ଆରୋହି ମୃତ । ମୃତ ସାଇକେଲ ଆରୋହି ଜଣକ ହେଲେ ଗୁଣ୍ଠପୋଡା ଗ୍ରାମର 40 ବର୍ଷୀୟ ଅରୁଣ ଗୌଡ଼। ସେ ସାଇକେଲ ଧରି ଗୁଣ୍ଠପୋଡା ଛକରେ ଛିଡା ହୋଥିବା ବେଳେ…
Read More...

ଗଞାମ ଜିଲ୍ଲାରେ ବି.ଏସ.କେ.ୱାଇ. କାର୍ଯ୍ୟାୟନର କ୍ଷେତ୍ରସ୍ତରୀୟ ସମୀକ୍ଷା

ଗଞାମ : ଗଞାମ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟାୟନ ବିଷୟରେ କ୍ଷେତ୍ରସ୍ତରୀୟ ସମୀକ୍ଷା କରାଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ପ୍ରତିଶୃତି ସୋସାଇଟିର ଅତିରିକ୍ତ ନିର୍ଦେଶକ ଡ଼ାକ୍ତର ବିଷ୍ଣୁ ପ୍ରସାଦ ମହାପାତ୍ର ଇତି ମଧ୍ୟରେ ଗଞାମ ଜିଲ୍ଲା ଗସ୍ତ କରି ବି.ଏସ.କେ.ୱାଇ. ଅନୁବନ୍ଧିତ…
Read More...

ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

ଗଞ୍ଜାମ/ରଜନୀକାନ୍ତ ପାତ୍ର : ଆରପାରିରେ ବ୍ରହ୍ମପୁର ସହରର ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ଗତକାଲି(ମଙ୍ଗଳବାର) ଛାତିରେ ସାମାନ୍ୟ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
Read More...

ଝିଅ ଶୋଇଥିବା ବେଳେ କୂଅରେ ପକେଇଦେଲା ମା !

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଗାଁ ଦାଣ୍ଡରେ ଥିବା କୂଅରୁ ଉଦ୍ଧାର ହେଲେ ଶିଶୁ କନ୍ୟା । ଗତ କାଲି ବିଳମ୍ବିତ ରାତ୍ରିରେ ସାନଖେମୁଣ୍ଡି ବ୍ଲକ କଙ୍କରଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କଙ୍କରଡ଼ା ବ୍ରାହ୍ମଣ ସାହି ଥିବା ଏକ କୂଅରୁ ଜଣେ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି…
Read More...

ନଗରପାଳଙ୍କୁ ତହସିଲଦାର କର୍ମଚାରୀଙ୍କ ଦୁର୍ବ୍ୟବହାର

ଭଞ୍ଜନଗର: ଭଞ୍ଜନଗର ତହସିଲଦାର କାଯ୍ୟାଳୟରେ ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି । କାଯ୍ୟାଳୟରେ ଜୈନିକ କର୍ମଚାରୀ ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ ମାଗୁଥିବା ଭଞ୍ଜନଗର ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର ଅଭିଯୋଗ ଆଣିବା ସହ ଜଣେ କର୍ମଚାରୀ ମଦ୍ୟପାନ କରି…
Read More...