Browsing Tag

Ganjam

ଝୁଲନ୍ତା ଅବସ୍ଥାରେ ଶାଶୁଘରୁ ବୋହୁଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳି(ରଜନୀକାନ୍ତ ପାତ୍ର): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ରୋହିଗାଁ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସଦରଥାନା ଅନ୍ତର୍ଗତ ରୋହିଗାଁରେ ଆଜି ଏକ ବଧୂହତ୍ୟା ହୋଇଥିବା ନେଇ ମୃତକଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ମନ୍ଦାକିନୀ ସ୍ୱାଇଁ ନାମକ…
Read More...

ଅଳିଆ ସଂଗ୍ରହ କରୁଛନ୍ତି ମହିଳା

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଏସ୍‌ଏଚଜି ମହିଳା ସଂଘର ସଦସ୍ୟାମାନେ ବର୍ତ୍ତମାନ ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍‌ଏସିର ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନିଜକୁ ଏଥିରେ ସାମିଲ କରିଛନ୍ତି। ଏଥିସହ ମହିଳା ମାନେ ନିଜେ ଗାଡି ଚଳାଇ ସହରରେ ଥିବା ଘରକୁ ଘର ଯାଇ ଅଳିଆ ସଂଗ୍ରହ…
Read More...

ଶେରଗଡ଼ ରାଜସ୍ୱ କାର୍ଯ୍ୟାଳୟରେ ପଟ୍ଟା ବଣ୍ଟନ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଆଜି ଶେରଗଡ ରାଜସ୍ୱ କାର୍ଯ୍ୟାଳୟ ରୁଚିକିଲି,ଭୂଷୁଣ୍ଡା ଓ ସାଗରପଲ୍ଲୀକୁ ରଥ ଗଡିଛି। ତହସିଲଦାର ଡଃ ଦୟାସିନ୍ଧୁ ପରିଡା ତାଙ୍କ ଟିମ୍ ଏହି ତିନୋଟି ଗ୍ରାମକୁ ଯାଇ ୧୯ ଜଣଙ୍କୁ ଜମି ଓ ଘର ପଟ୍ଟା ବଣ୍ଟନ କରିଛନ୍ତି। ଏହା ସହ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ମଧ୍ୟ…
Read More...

ବ୍ରହ୍ମପୁରରେ ଖୋଲିଲା ପ୍ରଥମ ପୋଷ୍ଟ-କୋଭିଡ କେୟାର ସେଣ୍ଟର

ହିଞ୍ଜିଳି(ରଜନୀକାନ୍ତ ପାତ୍ର): କରୋନା ଭାଇରସ୍‌ ସଂକ୍ରମଣରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବି ଅନେକ ରୋଗୀଙ୍କ ଠାରେ କିଛି ଦିନ ଧରି ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ଏମିତି ରୋଗୀଙ୍କ ପାଇଁ ବ୍ରହ୍ମପୁର ସହରରେ ଖୋଲିଛି ଓଡ଼ିଶାର ପ୍ରଥମ ପୋଷ୍ଟ୍‌-କୋଭିଡ଼ କେୟାର୍…
Read More...

ଲକଡାଉନ ସମୟରେ ଲମ୍ବୁଛି ଗଞ୍ଜେଇ ବେପାରୀଙ୍କ ଚେର

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ବାଲିଗୁଡ଼ା ଥାନା ଖମନଖୋଲ ପଞ୍ଚାୟତର ଡୁବୁଲିପଦର ଗ୍ରାମରେ ଚଢ଼ାଉ କରି ଦେଢ଼ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରିଛି। ଏହା ସହିତ ଘଟଣାରେ ଜଣକୁ ଗିରଫ କରିଛି ଅବକାରୀ ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭ଲକ୍ଷ…
Read More...

ବୃନ୍ଦାବନ ସରକାରୀ ବିଦ୍ୟାଳୟରେ ପୂର୍ବତନ ଛାତ୍ରମାନଙ୍କ ଦ୍ଵାରା ଭର୍ଚୁଆଲ ବୈଠକ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନକୁ ପାଥେୟ କରି ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ର ମାନଙ୍କ ଏକ ବୈଠକ ଭିଡ଼ିଓ କନ୍ଫରେନ୍ସ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି…
Read More...

ଅବକାରୀ ବିଭାଗ ପକ୍ଷରୁ ନକଲି ମଦ ଦୋକାନ ଉପରେ ଚଢ଼ାଉ

ଗଞ୍ଜାମ(ହର ପ୍ରସାଦ ବିଶୋଇ): ବ୍ରହ୍ମପୁର ସହରରେ ନକଲି ମଦ କାରବାର କମିବାରେ ନା ଧରୁନି । ପୁଲିସ ଓ ଅବକାରୀ ବିଭାଗ ସହରରେ ନକଲି ବିଦେଶୀ ମଦ କାରାଗାର ଖାନା ଉପର ଚଡାଉ କରି ଜବତ କରୁଛି । ଏବଂ ବାରମ୍ବାର ଅଭିଯୁକ୍ତମାନେ ଗିରଫ ହୋଇ ଜେଲ୍ ଯାଉଛନ୍ତି । ତେବେ କିଛି ଦିନ ବ୍ୟବଧାନ ପରେ ପୁଣି…
Read More...

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକର ଚାଷୀମାନଙ୍କ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଆଇ.ଟି.ସି ମିଶନ ସୁନହେରା କଲ ଏବଂ ହର୍ଷ ଟ୍ରଷ୍ଟ , ଗଂଜାମର ସହାୟତାରେ ଅନ-ଲାଇନରେ ଧାନଚାଷରେ ଧାଡିବୁଣା ପାଇଁ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମର…
Read More...

ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ପିଜି ଛାତ୍ରୀଙ୍କ ପ୍ରତିବାଦ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ରାଜ୍ୟରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଦିନକୁ ଦିନ ଆକ୍ରମଣ ବଢିବାରେ ଲାଗିଛି। କେତେବେଳେ ପୋଲିସ ତ ଆଉ କେତେବେଳେ ଠିକାଦାର, ବ୍ୟବସାୟୀ, ନେତା ପ୍ରମୁଖଙ୍କ ଆକ୍ରମଣର ଶିକାର ହେଉଛନ୍ତି ସାମ୍ବାଦିକ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ…
Read More...

ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଗଞ୍ଜାମ(ହର ପ୍ରସାଦ ବିଶୋଇ): କରୋନା ମହାମାରୀ ସହ ସମଗ୍ର ବିଶ୍ୱ ଲଢେଇ କରୁଛି ଏଭଳି ସମୟରେ ରକ୍ତର ଅଭାବ ଦୂରୀକରଣ ପାଇଁ କବିସୂର୍ଯ୍ୟନଗର ଏନଏସି କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ଏଥିରେ କବିସୂର୍ଯ୍ୟନଗର…
Read More...