ଖୋଲିବ ଶହେ ଶଯ୍ୟା ବିଶିଷ୍ଟ ଆଦର୍ଶ ଗୋଶାଳା
ଗଞ୍ଜାମ(ହର ପ୍ରସାଦ ବିଷୋୟୀ): ଗାଈଙ୍କ ପାଇଁ ହଷ୍ଟେଲ |ମଣିଷଙ୍କ ପରି ପକ୍କା ଘରେ ରହିବେ ଗୋରୁ ଗାଈ | ଆମେ ଯେମିତି ଘରେ ରହୁଛୁ ଗାଈ ଗୋରୁ ବି ଘରେ ରହିବେ |ସେମାନେ ଏଣେ ତେଣେ ସୋଇବେନି କି ଖରା ବର୍ଷା ରେ ବୁଲିବେନି |ସୁରକ୍ଷିତ ରହିବେ ହଷ୍ଟେଲ ଭିତରେ |ପଶୁଙ୍କ ପାଇଁ ହଷ୍ଟେଲ କଥାଟା ଟିକେ…
Read More...
Read More...