ରାଜ୍ୟସ୍ତରୀୟ କଳାକାର ସମ୍ମିଳନୀ, ନୀଳଚକ୍ର ଧ୍ୱଜା ପ୍ରତିଷ୍ଠା ଉତ୍ସବ
ହିଞ୍ଜିଳି( ରଜନୀ କାନ୍ତ ପାତ୍ର): ଗଞ୍ଜାମ ଛତ୍ରପୁର ବ୍ଲକ ଆଇଆରଇ ଛକ ନିକଟ ଘଡଘଡାପଲ୍ଲୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନି ଦାସୁଡୁ ସତ୍ୟମ ସେବା କଳା କେନ୍ଦ୍ର (ଭାଗବତ ଗାଦି) ପକ୍ଷରୁ ମନ୍ଦିରର ନୀଳଚକ୍ର ଧ୍ୱଜା ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏଠାରେ ରାଜ୍ୟ…
Read More...
Read More...