Browsing Tag

Ganjam

ଶିଶୁଶ୍ରମିକ ମୁକ୍ତ ହେବ ଗଂଜାମ ଜିଲ୍ଲା

ଗଞ୍ଜାମ(ରଜନୀକାନ୍ତ ପାତ୍ର):ସମସ୍ତ ବିଭାଗର ମିଳିତ ସହଯୋଗ ଦ୍ବାରା ଗଞ୍ଜାମ ଜିଲ୍ଳା ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ପରିଗଣତ ହେବ ବୋଲି ଗୁରୁବାର ଅନୁଷ୍ଠିତ ଆଭାସି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଛନ୍ତି । କୋଭିଡ୍ ର ଭୟାବହତା ପରେ ସୁରଟ ଏବଂ…
Read More...

ଆଗେଇ ଆସିଲେ ସାହି ଯୁବକ।ନିଜସ୍ୱ ଖର୍ଚରେ ରାସ୍ତା ମରାମତି କରି ଉଦାହରଣ ପାଲଟିଲେ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ପୌରପରିଷଦର ଠିକ ୨୦ମିଟର ଦୂରରେ ଥିବା  ୧୦ ନଂ ୱାର୍ଡ଼ ରେଗିଡ଼ି ସାହିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଗତ କିଛି ଦିନ ହେବ ଭଗ୍ନ ଅବସ୍ଥାରେ ପଡ଼ିରହିଥିଲା ।ଯାହା ଫଳରେ ପୂର୍ବରୁ ଛୋଟଛୋଟ ଦୁର୍ଘଟଣା ସେହି ସ୍ଥାନରେ ଘଟୁଥିବା ସହ ଲୋକଙ୍କ ଯିବା ଆସିବା…
Read More...

ଡକାୟତ ଗ୍ୟାଙ୍ଗକୁ ଧରିଛି ଗଞ୍ଜାମ ପୋଲିସ

ହିଞ୍ଜିଳି କାଟୁ /ରଜନୀ କାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ସୋରାଦେବୀ ଜଙ୍ଗଲରୁ ବୁଧବାର ରାତିରେ ପୋଲିସ ଏକ ବଡ଼ ଧରଣର ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ସେଥି ମଧ୍ୟରେ ୧୪ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଭଞ୍ଜନଗର ଶଙ୍ଖ ସାହିର ସାଗର ବେହେରା, ସୁନୀଲ ନାୟକ, ପ୍ରେମ ବେହେରା,…
Read More...

ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ମା ମହାମାୟୀ ଯାତ୍ରା

ଗଂଜାମ: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ମା ମହାମାୟୀ ଯାତ୍ରା । ଯେଉଁ ଯାତ୍ରା ଏକ ଐତିହାସିକ ଯାତ୍ରା କହିଲେ କିଛି ଭୂଲ ହେବ ନାହିଁ । କାରଣ ଏହି ଯାତ୍ରା ପ୍ରତି ବାରବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ବେଳେ ପ୍ରାୟ 22 ଦିନ ଧରି ଏହି ଯାତ୍ରା ପାଳନ ହୋଇଥାଏ । ମା ମହାମାୟୀ ଦେଶି…
Read More...

ତାରାତାରିଣୀଙ୍କ ଆଜି ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ

(ଗଂଜାମ) : ଆଜି ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ…
Read More...

ମା’ ତାରାତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର(ବ୍ୟୁରୋ):  ମା’ ତାରାତାରିଣୀଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଏନେଇ ସମଗ୍ର ଗଞ୍ଜାମ ଜିଲ୍ଲା ଉତ୍ସବ ମୁଖରିତ । ଆସନ୍ତା କାଲି ତଥା ବୁଧବାର ଯଜ୍ଞର ପୂର୍ଣ୍ଣାହୁତି ସହିତ ମନ୍ଦିର ପ୍ରତିଷ୍ଠା ଛତ୍ସବ ସମ୍ପନ୍ନ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବେ…
Read More...

ପୋଖରୀ ରେ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ହିଞ୍ଜିଳି କାଟୁ/ ରଜନୀ କାନ୍ତ ପାତ୍ର : ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ । ଏଭଳି ଅଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅଧୀନ ବୁରୁପଡ଼ାରେ । ବୁରୁପଡ଼ା ବେଲ ପୋଖରୀରେ ଏକ ବୃଦ୍ଧ ଭାସମାନ ଅବସ୍ଥାରେ ଉଦ୍ଧାର। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ବୃଦ୍ଧ ଜଣଙ୍କ ଦିନ ଏକ ଘଣ୍ଟା…
Read More...

ଛୁଟି ନ ମିଳିବାରୁ ଆତ୍ମହତ୍ୟା !

ଗଞ୍ଜାମ: ଛୁଟି ନ ମିଳିବାରୁ ଆତ୍ମହତ୍ୟା ! ସୁଇସାଇଡ ନୋଟରେ ଲେଖା ହୋଇଥିଲା ଏମିତି କିଛି ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ବର୍ଷେ ହେବ ଛୁଟି ନ ମିଳିବାରୁ ଆତ୍ମହତ୍ୟା କରିଛନ୍ତି ଅଗ୍ନିଶମ କର୍ମଚାରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଗାଙ୍ଗପୁରରେ । ବୁଢ଼ାକେନ୍ଦୁ ଜଙ୍ଗଲରେ…
Read More...

ଲେଉଟିବ ଅସାନି : ସ୍ଥଳଭାଗରେ ରି-କର୍ଭ କରିବ ବାତ୍ୟା !

ଭୁବନେଶ୍ୱର: ଟଳିଛି ବାତ୍ୟା ବିପଦ । ବାତ୍ୟା ପ୍ରଭାବରେ ପବନ କମ୍ ହେବ, ଅଧିକ ବର୍ଷିବ । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳର ମୋଟ ୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଦୁଇ ଦିନ ଧରି ବର୍ଷା ସମ୍ଭାବନା ଥିବାବେଳେ ଆଜି ସର୍ବାଧିକ ବର୍ଷା…
Read More...

ସ୍ଥଳଭାଗ ଛୁଇଁବନି ବାତ୍ୟା !

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁବନି ବାତ୍ୟା । ଲଘୁଚାପ ଘନୀଭୂତ ହୋଇ ଆଗାମୀ ୩ ଘଣ୍ଟାରେ ଅବପାତରେ ପରିଣତ ହେବ । ଆଉ କାଲି ଏହି ଅବପାତ ବାତ୍ୟାରେ ପରିଣତ ହେବ ।୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ସକାଳ ପର୍ୟ୍ୟନ୍ତ ଓଡ଼ିଶା ଉପକୂଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହା…
Read More...