Browsing Tag

Ganjam

ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ପୁରୁଷୋତ୍ତମପୁର ଥାନା ଶିଖରପୁର କୁକୁଡା ଫାର୍ମ ସାମ୍ନା ପିଡବ୍ଲ୍ୟୁଡି ରୋଡ ପାଶ୍ୱର୍ରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଠାବ କରାଯାଇଛି। ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଟାଙ୍ଗି ଦେଇଛି ସେନେଇ କାରଣ…
Read More...

ପତାକା ଉତ୍ତୋଳନ କରିବାକୁ ଯାଇ ବିଧାୟକ ହଟହଟା

ଗଞ୍ଜାମ: ୭୬ ତମ ସ୍ୱାଧୀନତା ଦିବସ ଅବସରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀରେ ବିରୋଧର ସମ୍ମୁଖୀନ ହୋଇଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀ ଗୋପାଳପୁର ସ୍ଥିତ କମଳାପୁର ଗାଁରେ ପତାକା ଉତ୍ତୋଳନ କରିବାକୁ ଯାଇଥିଲେ। ହେଲେ ସେଠାରେ କିଛି ବିଜେଡି କର୍ମୀ ପ୍ରଦୀପଙ୍କୁ…
Read More...

ସ୍କାଉଟ ଓ ଗାଇଡ୍ସର ଦୀକ୍ଷା ଗ୍ରହଣ ଉତ୍ସବ

ହିଞ୍ଜିଳି/ରଜନୀକାନ୍ତ ପାତ୍ର: ଆର୍ମି ପବ୍ଲିକ ସ୍କୁଲ ଗୋପାଳପୁର ପରିସରରେ ବୁଧବାର ଭାରତ ସ୍କାଉଟ୍ ଓ ଗାଇଡ୍ସ ପକ୍ଷରୁ ଦୀକ୍ଷା ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠିତ ଉତ୍ସବରେ ୧୬ ଜଣ…
Read More...

ବଜ୍ରପାତ ଚାଲିଗଲା ୨ ମହିଳାଙ୍କ ଜୀବନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସୁରେଖାଦେଇପୁର ଏବଂ ରାଇବନ୍ଧ ଗ୍ରାମରେ ବଜ୍ରାଘାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଚାଷ ଜମିରେ କାମ କରୁଥିବାବେଳେ ଲଗାଣ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ମାରିଥିଲା। ଫଳରେ ଅତ୍ୟଧିକ ବଜ୍ରାଘାତ ଯୋଗୁଁ ରାଇବନ୍ଦର ଟିକିନା ସ୍ବାଇଁ ଏବଂ…
Read More...

ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷା ବୈଠକ

ଗଞ୍ଜାମ: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ମହିଳା ଓ ଶିଶୁ ବିକାଶ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାସ୍କର ଜ୍ୟୋତି ଶର୍ମା ଅଧ୍ୟକ୍ଷତା କରିଥିଲେ । ପୋଷଣ ଅଭିଯାନକୁ ସଫଳ କରିବା ପାଇଁ ସବୁ ବର୍ଗର ହିତାଧିକାରୀଙ୍କ ଆଧାର…
Read More...

ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ବିକାଶ ମୂଳକ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ହିଞ୍ଜିଳି ନିର୍ବାଚନମଣ୍ଡଳୀର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ବ୍ଲକ୍ ସମ୍ମିଳନୀ କକ୍ଷ ପରିସରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପଞ୍ଚାୟତ ର…
Read More...

ଖଲ୍ଲିକୋଟ ପୋଲିସ କବଜାରେ ଡକାୟତ ଗ୍ୟାଙ୍ଗ : ୫କୁଖ୍ୟାତ ଅପରାଧି ଗିରଫ

ଗଞ୍ଜାମ:( ହରପ୍ରସାଦ ବିଷୋୟୀ)ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ଏକ ବଡ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ୫ ଜଣ କୁଖ୍ୟାତ ଡକାୟତ ଗିରଫ ସହ ସେମାନଙ୍କଠାରୁ ୫ଟି ପିସ୍ତଲ, ଗୋଟିଏ ରିଭଲଭର, ୮ଟି ମାଗାଜିନ, ୧୩ ରାଉଣ୍ଡ ଗୁଳି, ୫ଟି ବୋମାକୁ…
Read More...

ଜାତୀୟ ସ୍ତରରେ ହିଞ୍ଜିଳିକାଟୁର ଚଳଚ୍ଚିତ୍ର

ହିଞ୍ଜିଳିକାଟୁ(ରଜନୀକାନ୍ତ ପାତ୍ର):ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ଜାତୀୟ ସଡ଼କ ସୁରକ୍ଷା ମହୋତ୍ସବ ୨୦୨୨ ପୁରୀ ଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତର ୬ଟି ଭାଷାର ୨୩୦ଟି ଚଳଚ୍ଚିତ୍ର ଭାଗ ନେଇଥିଲେ। ଏଥିରେ ବିଚାରକ ଭାବେ ସିଦ୍ଧାନ୍ତ ମହାପାତ୍ର , କୁନା ତ୍ରିପାଠୀ,…
Read More...

ବୋହୂର ଠେଙ୍ଗା ମାଡରେ ଶଶୁର ମୃତ

 ଗଞ୍ଜାମ(ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀ ଗାଁ ରେ ଆଜି ସକାଳୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବୋହୁର ଠେଙ୍ଗା ମାଡ଼ରେ ଟଳିପଡିଲେ ଶଶୁର। ମୃତ ଶଶୁର ହେଲେ ୫୫ ବର୍ଷୀୟ ସିମାଞ୍ଚଳ ନାୟକ । ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ…
Read More...

ଘର ଭିତରେ ବିସ୍ଫୋରଣ ୬ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେହୁରବାଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏଥିରେ ୬ ଜଣ ଆହତ ହୋଇଥିବା ଜଣାପଡିଛି । ପ୍ରଥମେ ସମସ୍ତ ଆହତଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।…
Read More...