Browsing Tag

Ganjam

ବସ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: ବସ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡ଼ା ଠାରୁ ନୂଆଗାଁ ମଧ୍ୟ ଭାଗ ସ୍ଥାନରେ। ମୃତକ ଜଣକ ହେଲେ ଗାଙ୍ଗପୁର ଥାନା ବାଲିଭାଗ ଗ୍ରାମର ପ୍ରଦୀପ ଗୌଡ଼(୪୫) ଓ…
Read More...

ଧରାକୋଟରେ କୃଷି ରଥର ଶୁଭାରମ୍ଭ

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: କୃଷକ ହେଉଛି ଦେଶର ମେରୁଦଣ୍ଡ । କୃଷି ଓ କୃଷକର ବିକାଶରେ ହିଁ ଦେଶର ପ୍ରକୃତ ବିକାଶ ସାଧନ ହୋଇଥାଏ । ସଂପ୍ରତି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସସସ୍ତୀ କରଣ ବିଭାଗର ତରଫରୁ ଧରାକୋଟ କୃଷି କାର୍ଯ୍ୟଳୟ ତରଫରୁ କୃଷକ ମାନଙ୍କ ସଚେତନତା ପାଇଁ କୃଷି ରଥର…
Read More...

ବ୍ରହ୍ମପୁରରେ ବନବିଭାଗ ପକ୍ଷରୁ ଚଢାଉ

ଗଞ୍ଜାମ/ରଜନୀକାନ୍ତ ପାତ୍ର: ବ୍ରହ୍ମପୁରରେ ବନବିଭାଗ ପକ୍ଷରୁ ଚଢାଉ । ବିପୁଳ ପରିମାଣରେ ଶାଗୁଆନ, ସାଳ, ଗମ୍ଭାରୀ କାଠ ଜବତ । ଦିଗପହଣ୍ଡି ଥାନା ଅଧୀନ ଗଣିଆନାଳ ନିକଟ ଗୋପାଳପୁର ଗ୍ରାମରେ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ଚଢାଉ ଜାରୀ ରହିଛି।ଗୋପାଳପୁରରେ ବେଆଇନ ଦୁଇ କାଠ ଗୋଦାମ ଓ ଫେକ୍ଟରି…
Read More...

ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି

ଭୁବନେଶ୍ୱର ( ଚିନ୍ମୟୀ ସ୍ୱାଇଁ ) ଭିଜିଲାନ୍ସ ଜାଲରେ ୨ କନିଷ୍ଠ କିରାଣି  । ବ୍ରହ୍ମପୁର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଦୁଇ କନିଷ୍ଠ କିରାଣି । ୨ ଜୁନଅର ଆସିଷ୍ଟାଟଂ ସୁଶୀଲ ପଟ୍ଟନାୟକ, ପ୍ରଦୀପ ମହାନ୍ତି ଧରାପଡିଛନ୍ତି । ଗଞ୍ଜାମ ଡିଇଓ ଅଫିସରେ ଚଢାଉ କରି ଉଭୟଙ୍କୁ ଧରିଲା ଭିଜିଲାନ୍ସ…
Read More...

ଭିଜିଲାନ୍ସ କବଜାରେ କନିଷ୍ଠ ଯନ୍ତ୍ରୀ

ଗଞ୍ଜାମ : ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ ।  ଏ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ।   ଭିଜିଲାନ୍ସ କବ୍ଜାରେ ପଡିଛନ୍ତି ବେଗୁନିଆପଡା ବ୍ଲକ ର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ କୁମାର ମଲ୍ଲିକ।  ସେ ନିଜ କାର୍ଯ୍ୟାଳୟ ରେ ବୁରୁଝରୀ ପଞ୍ଚାୟତ ପି. ନୂଆଗାଁ ଗ୍ରାମର ଜଣେ…
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଗଞ୍ଜାମ: ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରଟି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏ ଯୋଗଦେଇ ଅଭିଯୋଗ…
Read More...

ଗଞ୍ଜାମ ଜିଲ୍ଲା ଗସ୍ତରେ ସଚିବ ସଞ୍ଜୟ କୁମାର ସିଂ

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର : ରାଜ୍ୟ ଗ୍ରାମ୍ୟନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଗଞ୍ଜାମ ଗସ୍ତରେ । ସେଠାରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କହିଛନ୍ତି। ସିଂ ପ୍ରସିଦ୍ଧ ତାରାତାରିଣୀ ମନ୍ଦିରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ମନ୍ଦିର…
Read More...

ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ

ଗଞ୍ଜାମ/ରଜନୀକାନ୍ତ ପାତ୍ର : ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ପଞ୍ଚାୟତର ସିଆରିମାଳ ଗ୍ରାମରେ ଗତ ଶନିବାର ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭରତ ତାରିଣୀକୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍ I ସୂଚନା ଥାଉକି ଗତ ରବିବାର ସନ୍ଧ୍ୟାରେ ସିଆରିମାଳ ଗ୍ରାମର ନଗରୀ…
Read More...

ପେଟ୍ରୋଲ ପକାଇ ବାଇକ୍ ଜାଳିଦେଲେ ଯୁବକ

ଗଂଞ୍ଜାମ/ ରଜନିକାନ୍ତ ପାତ୍ର:ପେଟ୍ରୋଲ  ପକାଇ ମାରିବାକୁ ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଆସିକା ବ୍ଲକ୍ ଅନ୍ତର୍ଗତ ମାହାତ୍ମାଗାନ୍ଧୀ ମାର୍ଗରେ । ସେଠାରେ ରହୁଥିବା ରବିନ୍ଦ୍ର ପାତ୍ର ନିଜ ସହକର୍ମୀ ଆଇନଜୀବୀଙ୍କ ସହ ନିଜ ବାସଭବନ ନିକଟରେ ଆଇନ୍ ସମ୍ଵନ୍ଧୀୟ ଆଲୋଚନା…
Read More...

ମଦ୍ୟପ ସାଙ୍ଗଙ୍କ ଉନ୍ମତ୍ତ କାଣ୍ଡ: ନିଶାରେ ବ୍ୟକ୍ତିଙ୍କ ମଳଦ୍ୱାରରେ ଭର୍ତ୍ତି କଲେ ଷ୍ଟିଲ ଗ୍ଲାସ

ଗଞ୍ଜାମ: ପେଟ ଭିତରେ ଷ୍ଟିଲ ଗ୍ଲାସ । ଗଞ୍ଜାମ ଭୁଗୁଡ଼ା ବ୍ଲକ ବାଲିପଦର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହ ଘଟିଛି ଏଭଳି ଘଟଣା । ପେଟରେ ଭୀଷଣ ଯନ୍ତ୍ରଣା ପରେ ବ୍ରହ୍ମପୁର ଏମକେସିଜିରେ ଅସ୍ତ୍ରୋପଚାର ପରେ ପେଟ ଭିତରୁ ବାହାରିଲା ଗ୍ଲାସ । ସାଙ୍ଗ ମାନଙ୍କ ମଜାମସ୍ତି ପାଇଁ ଘଟିଲା ଏଭାଳି ଅଭାନୀୟ…
Read More...