୩୦ରେ ଗଞ୍ଜାମ ପରିଦର୍ଶନ କରିବେ ନବୀନ ପଟ୍ଟନାୟକ
ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେବା ସହ ଚାଷୀ କୂଳ ହନ୍ତସନ୍ତ ହେଉଛନ୍ତି । ଖରିଫ ଫସଲ ସହ ରବି ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । ତାହାକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଚାଷୀଙ୍କୁ ଭେଟିବା ପାଇଁ ଆସନ୍ତା ଡିସେମ୍ବର ୩୦ରେ ଗଞ୍ଜାମ ଗସ୍ତ କରିବାର…
Read More...
Read More...