ଗଣେଣ ମୂର୍ତ୍ତି ଭସାଣି ବେଳେ ସଂଘର୍ଷ; ଜଣେ ମୃତ, ୧୦ ଆହତ
ଖଣ୍ଡପଡ଼ା: ଗଣେଣ ମୂର୍ତ୍ତି ଭସାଣି ବେଳେ ସଂଘର୍ଷ । ଜଣେ ମୃତ, ୧୦ ଆହତ । ଫତେଗଡ଼ ଥାନା କରଡ଼ାପଲ୍ଲୀ ଓ ପାଥପୁର ଗାଁ ମଧ୍ୟରେ ସଂଘର୍ଷ । ଡିଜେକୁ ନେଇ ଉଭୟ ଗାଁ ମଧ୍ୟରେ ସଂଘର୍ଷ । କରଡ଼ାପଲ୍ଲୀ ଗାଁର ହରିହର ସ୍ଵାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ସଂଘର୍ଷରେ ଉଭୟ ଗାଁର ୧୦ ଜଣ ଆହତ ହୋଇଛନ୍ତି ।…
Read More...
Read More...