Browsing Tag

Ganjam CDO

ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ବିରୋଧରେ ଦୁର୍ବ୍ୟବହାର ଓ ଧମକ ଅଭିଯୋଗ ଆଣିଲେ ଗଞ୍ଜାମ ସିଡିଓ

ଭୁବନେଶ୍ୱର:'ଅର୍ଣ୍ଣବ' (Arnab) ବାତ୍ୟା ପରବର୍ତ୍ତୀ ବନ୍ୟା ସମୟରେ ରିଲିଫ୍ ବଣ୍ଟନ ନେଇ ଆଲୋଚନା ବେଳେ ଅସଦାଚରଣ, ଅଶ୍ଳୀଳ ଭାଷା ପ୍ରୟୋଗ ଏବଂ ଧମକ ଦେବା ଅଭିଯୋଗରେ ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ବିରୋଧରେ ଗଞ୍ଜାମ ଜିଲ୍ଲା ସିଡିଓ (CDO) ସମୀର କୁମାର ଜେନା ବୁଧବାର ଦିନ ଏକ ଅଭିଯୋଗ ଦାଖଲ…
Read More...