ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, ଡ୍ରାଇଭର ଗିରଫ
ଗଞ୍ଜାମ: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆମ୍ବଗଡ଼ ନିକଟରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଗିରଫ କରିଛି । ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ନେଇ ଧରପଗଡ଼ ପାଇଁ ଅଣ୍ଟା ବାନ୍ଧିଛି ପ୍ରଶାସନ । ସେହିଭଳି ଆଜି ଭୋର ସକାଳ ସମୟରେ ଗଜପତି…
Read More...
Read More...