Browsing Tag

Ganja

୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହାଇଡ୍ରୋପୋନିକ ଉଇଡ ବା ମାରିଜୁଆନା ଜବତ

ଭୁବନେଶ୍ୱର:- ଭୁବନେଶ୍ୱରରେ କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କମିଶନରେଟ ପୋଲିସ ବ୍ୟାଙ୍କକରୁ ଆସୁଥିବା ତିନି ଯାତ୍ରୀଙ୍କୁ ଅଟକ କରି ୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରିଛି। ବ୍ୟାଙ୍କକରୁ ଭୁବନେଶ୍ୱର…
Read More...

ଗଞ୍ଜାମରୁ ସୁରଟ ପର୍ଯ୍ୟନ୍ତ ଲମ୍ବିଥିଲା ଚେର

ସୁରଟ-: ଓଡ଼ିଶାରୁ ଗଞ୍ଜେଇ ନେଇ ସୁରଟରେ କାରବାର । ସୁରଟ ପୋଲିସ ହାତରେ ଧରା ପଡ଼ିଲେ ୨ ଓଡ଼ିଆ କଲେଜ ଛାତ୍ର । ସେମାନଙ୍କ ଠାରୁ ୧୮ କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ତେବେ ଗଞ୍ଜାମରୁ ସୁରଟ ପର୍ଯ୍ୟନ୍ତ ଗଞ୍ଜେଇ କାରବାରର ଚେର ଲମ୍ବିଥିବା ଜାଣିବାକୁ ପାଇଛି ପୋଲିସ । ସୂଚନା ଅନୁସାରେ,…
Read More...

ନିମ୍ବ ଚାରା ବୋଝେଇ ଗାଡ଼ିରୁ ୧ ଟନ୍ ଗଂଜେଇ ଜବତ

କୋରାପୁଟ-: କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ ।  ନିମ୍ବ ଚାରା ବୋଝେଇ ଗାଡ଼ିରୁ ୧ ଟନ୍ ଗଂଜେଇ ଜବତ ହୋଇଛି । ଅପରାଧରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛି…
Read More...

ରାଜଧାନୀରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର: ରାଜଧାନୀରେ ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚାଲାଣ । କୁଣ୍ଡା ଅଖା ଭିତରେ ପୁଷ୍ପା ଫିଲ୍ମ ଷ୍ଟାଇଲରେ ଯାଉଥିଲା ଗଞ୍ଜେଇ । ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଧଉଳି ଧାନା ପୁଲିସ । ଦାମୀ କାରରେ ଗଞ୍ଚେଇ ଚାଲାଣ ବେଳେ ମାଡି ବସିଲା ପୁଲିସ । ୩ ଜଣ ଗଞ୍ଜେଇ ବେପାରୀଙ୍କୁ ଧଉଳି…
Read More...

ଗଞ୍ଜେଇ ଚାଲାଣ ବେଳେ ଧରିଲା ପୁଲିସ, ୫୨ କେଜି ଗଞ୍ଜେଇ ଓ ୨ ଟି କାର ଜବତ

ଅନୁଗୋଳ/ ସୁଧାକର ସାହୁ: ଆଜି ସକାଳେ ପାଲଲହଡା ପୋଲିସ ୧୪୯ନମ୍ବର ଜାତୀୟ ରାଜପଥରେ ଗାଡି ଯାଞ୍ଚ କରୁଥିବା ସମୟରେ ଛେଣ୍ଡିପଦାରୁ କେନ୍ଦୁଝର ଯାଉଥିବା ଏକ ଟାଟା ଇଣ୍ଡିଗୋ କାର ଓ ଆର ୧୯ ଏଲ୍ ୪୦୩୪ ରେ ଗଞ୍ଜେଇ ଚୋରାଚାଳଣ ହେଉଥିବା ବେଳେ ପାଲଲହଡା ପୋଲିସ ଗାଡିକୁ ଅଟକାଇବା ବେଳେ ଗାଡିଟି ଦୃତ…
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଗିରଫ

କନ୍ଧମାଳ/ମନୋଜ କୁମାର ପଣ୍ଡା: ଗଂଜେଇ ଚୋରା ଚାଲାଣ ବେଳେ କ. ନୂଆଗାଁ ପୋଲିସର ଚଢ଼ାଉ । ବିଶେଷ ସୂତ୍ରରୁ ଖବର ପାଇ କ. ନୂଆଗାଁ ଥାନା ମାରୁତପଲ୍ଲୀ ଛକ ନିକଟରେ ପୋଲିସ ଚଢ଼ାଉ କରିଥିଲା। କୁଡୁତେଲି ଅଂଚଳ ରୁ ଆସୁଥିବା ଏକ ବୁଲେରୋ ପିକଅପ ଭ୍ୟାନ କୁ ପୋଲିସ ଅଟକେଇବା ସମୟରେ ଗାଡିଟି ଅଟକିନଥିଲା ।…
Read More...

୫୨୦ କିଲୋଗ୍ରାମ ଗଞ୍ଜେଇ ଜବତ

ଭୁବନେଶ୍ୱର(ଆଦର୍ଶ ରାଉତ)  କଟକ ମଙ୍ଗୁଳି ଛକରୁ ଧରାହେଲା ଗଂଜେଇ ବୋଝେଇ କଣ୍ଟେନର । କଣ୍ଟେନରରୁ ଜବତ ହୋଇଛି ୫୨୦ କିଲୋଗ୍ରାମ ଗଂଜେଇ । ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ସ୍ପେଶାଲ ଟିମ ଜବତ କରିଛି । ଏହି ଗଞ୍ଜେଇ ଓଡିଶାରୁ ଦିଲ୍ଲୀକୁ ଚାଲାଣ କରାଯାଉଥିଲା । ଏଥିରେ ଡ୍ରାଇଭର ଗିରଫ ହେବା ସହ…
Read More...