ଗଙ୍ଗାରେ ଡ଼ଙ୍ଗା ଓଲଟି ୪ ନିଖୋଜ
ବାରାଣାସୀ : ଗଙ୍ଗା ନଦୀରେ ଡ଼ଙ୍ଗା ଓଲଟି ୪ ନିଖୋଜ । ବାରାଣାସୀ ଗଙ୍ଗା ନଦୀର ପ୍ରଭୁଘାଟରେ ଘଟିଛି ଏପରି ଅଘଟଣ । ୬ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏହି ଓଲଟି ପଡ଼ିବା ଫଳରେ ସମସ୍ତେ ବୁଡ଼ି ଯାଇଥିଲେ । ଡ଼ଙ୍ଗାଚାଳକ ସେମାନଙ୍କୁ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ତେବେ ଅନ୍ୟ…
Read More...
Read More...