କାରରୁ ମିଳିଲା ୮୮ କେଜିର ରୂପା ଇଟା ସହ ନଗଦ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା
ଗଞ୍ଜାମ; କାରରୁ ମିଳିଲା ୮୮ କେଜିର ରୂପା ସହ ନଗଦ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା । ତେବେ ଟୋଲଗେଟ ନିକଟରେ ଯାଞ୍ଚବେଳେ ଧରାପଡିଥିଲା କାର୍ । ଗଞ୍ଜାମ ଖଲ୍ଲିକୋଟରେ ବିପୁଳ ପରିମାଣର ରୂପା ଓ ଟଙ୍କା ଚୋରା ଚାଲାଣ ବେଳେ ଧରପଡିଛି କାର୍ । ୧୬ ନମ୍ବର ଜାତୀୟ ରାଜପଥ ଗୁରୁପଲ୍ଲି ଟୋଲ ଗେଟ୍ ନିକଟରେ…
Read More...
Read More...