ଇସ୍ରାଏଲରେ ନିଯୁକ୍ତି ଦେବା ନାଁରେ ଠକେଇ
ଭୁବନେଶ୍ୱର-: ଇସ୍ରାଏଲରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ କମିଶନରେଟ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜାଲ୍ ନିଯୁକ୍ତି ମେଳା କରି ଯୁବକଯୁବତୀଙ୍କୁ ଡକାଇ ସେମାନଙ୍କଠାରୁ ବିଭିନ୍ନ ବାବଦରେ ଟଙ୍କା ଠକେଇ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ପୁଲିସ ତଦନ୍ତ…
Read More...
Read More...