ଆଉ ନାହାନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଟେଷ୍ଟ କ୍ରିକେଟର ମୁରେ
ନୂଆଦିଲ୍ଲୀ : ଆଉ ଜଣେ କ୍ରିକେଟରଙ୍କ ମୃତ୍ୟୁ । ନ୍ୟୁଜିଲାଣ୍ଡର ପୂର୍ବତନ ଟେଷ୍ଟ କ୍ରିକେଟର, ଶିକ୍ଷକ, ଲେଖକ ବ୍ରୁସ ଆଲେକ୍ସଜାଣ୍ଡର ଗ୍ରେନଫଲ୍ ମୁରେଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ୮୨ ବର୍ଷ ହୋଇଥିଲା । ୧୦ ଜାନୁଆରୀ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…
Read More...
Read More...