ସର୍ବଦଳୀୟ ଟିମ୍ ଗସ୍ତ ବେଳେ କୁଏତରେ ଗୁଲାମ ନବୀ ଆଜାଦ ଅସୁସ୍ଥ ହୋଇପଡ଼ିଛନ୍ତି
ନୂଆଦିଲ୍ଲୀ-: କୁଏତ୍ରେ ଅସୁସ୍ଥ ହୋଇପଡ଼ିଲେ ଗୁଲାମ ନବୀ ଆଜାଦ । ସର୍ବଦଳୀୟ ଟିମ୍ ଗସ୍ତ ବେଳେ କୁଏତରେ ଗୁଲାମ ନବୀ ଆଜାଦ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।…
Read More...
Read More...