Browsing Tag

football

ଏକଦିବସୀୟ ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଟା- ଟେଲକୋ ଚମ୍ପିୟାନ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ଫୁଟବଲ୍ ଏନ୍ତୁଡ଼ିଶାଳ ଵାମନଘାଟୀ ଉପଖଣ୍ଡ ।ଖେଳ ଜୀବନକୁ ସରଳ,ସୁନ୍ଦର, ଶୃଙ୍ଖଳିତ କରିଥାଏ  ଓ ଶାନ୍ତି ଓ ଖୁସି ଆଣି ଦେଇଥାଏ। ଓଡିଶାର ଅଗ୍ରଣୀ ଫୁଟବଲ କ୍ରୀଡା ଅନୁଷ୍ଠାନ ଵାମନଘାଟୀ ଫୁଟବଲ ଆସୋସିଏସନ୍  ଆନୁକୁଲ୍ୟରେ ଫୁଟବଲ ଚମ୍ପିୟାନ ସିପ୍ ୨୦୨୩-୨୪ ରାଜ୍ୟ…
Read More...

ରାଇଜିଙ୍ଗି ଷ୍ଟାର ପୁଟବଲ ଟୁନାର୍ମେଣ୍ଟ ଉଦଯାପିତ

କୋରାପୁଟ : ସେମିଳିଗୁଡ଼ା ବ୍ଲକ  ଦଳେଇଗୁଡା ପଞ୍ଚାୟତ କଣ୍ଟାଗୁଡା ଗ୍ରାମ ନିକଟସ୍ଥିତ  ଫୁଟବଲ ପଡ଼ିଆ ଠାରେ ରାଜିଙ୍ଗି ଷ୍ଟାର ପୁଟବଲ ଟୁନାର୍ମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ସତନ୍ତ୍ର  ଅତିଥି ଭାବେ ଜୟରାମ ପୂଜାରୀ ଯୋଗ ଦେଇଥିଲେ।…
Read More...

ଏସିଆ କପରେ୨୦୨୩ରେ, ମହିଲା ଓ ପୁରୁଷ ଫୁଟବଲ ଟଇମ ଖେଳିବ

ନୂଆଦିଲ୍ଲୀ: ଚୀନରେ ହେବାକୁ ଥିବା ଏସିଆନ ଗେମ୍ସ ସେପ୍ଟେମ୍ବର ୨୦୨୩ରେ ଭାଗ ନେବେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଫୁଟବଳ ଟିମ୍। ଏନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର(୨୬ ଜୁଲାଇ) ଏନେଇ ଟ୍ୱିଟ୍ କରି ସୂଚନା…
Read More...

ଆଜିଠାରୁ ଫିଫା ମହିଳା ଫୁଟବଲ ବିଶ୍ୱକପ

ଆଜିଠାରୁ ଫିଫା ମହିଳା ଫୁଟବଲ ବିଶ୍ୱକପ । ଆଜି ଠାରୁ ଆରମ୍ଭ ହୋଇ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଫିଫା ମହିଳା ଫୁଟବଲ ବିଶ୍ୱକପର ନବମ ସଂସ୍କରଣ ଖେଳାଯିବ । ଏହି ମ୍ୟାଚ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଟରେ ଖୋଳାଯିବ । ଏହି ମ୍ୟାଚରେ ମୋଟ ୩୨ଟି ଦଳ ଅଶଂଗ୍ରହଣ କରିଥିବା ବେଳେ ଦଳ ଗୁଡିକୁ ୮ଟି…
Read More...

ରଣବୀରଙ୍କ ସ୍ୱପ୍ନରେ ଆସନ୍ତି ମେସି

ଫୁଟବଲକୁ ନେଇ ଦୁର୍ବଳତା ରହି ଆସିଛି ରଣବୀର କପୁରଙ୍କ । ସେ ସିନେମା ସୁଟିଂରୁ ଟିକେ ବି ସମୟ ମିଳିବା ମାତ୍ରେ ରଣବୀର ମୁମ୍ବାଇର ସ୍ଥାନୀୟ ଫୁଟବଲ ପଡ଼ିଆରେ ମୁଭି ଦୁନିଆର ବଂଧୁମାନଙ୍କ ସହ ଖେଳିବାକୁ ପସନ୍ଦ କରିଥାନ୍ତି ଏବଂ ନିୟମିତ ଭାବେ ମଧ୍ୟ ଏହା କରିଥାନ୍ତି। ନିକଟରେ ରଣବୀର କିନ୍ତୁ ନିଜ…
Read More...

ସାଫ ଚାମ୍ପିଅନସିପ ଫୁଟ୍ବଲ ପ୍ରତିଯୋଗିତାରେ ବିଜୟ ହାସଲ କରିଛି ଭାରତ

ନବମ ଥର ଲାଗି ସାଫ ଚାମ୍ପିଅନସିପ ଫୁଟ୍ ବଲ ପ୍ରତିଯୋଗିତାରେ ବଜୟ ହାସଲ କରିଛି ଭାରତ । କାନ୍ତୀରବା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ୫-୪(୧-୧) ସଡନଡେଥରେ କୁଏତକୁ ପରାସ୍ତ କରିଛି । ଏହାସହ ଭାରତ ଲଗାତର ଦ୍ୱିତୀୟ ଥର ପାଇଁ ଏହି ଟ୍ରଫି ଜିତିଛି । ଏହି ପ୍ରତିଯୋଗିତାରେ ଅଧିନାୟକ…
Read More...

ଭାରତୀୟ ଫୁଟବଲ ପାଇଁ ଆରମ୍ଭ ହେଲା ନୂଆ ଯୁଗ

ବ୍ୟୁରୋ:ସର୍ବଭାରତୀୟ ଫୁଟବଲ ସଂଘ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ତ୍ରେଭର କେଟେଲଙ୍କୁ ସଂଘର ମୁଖ୍ୟ ଖେଳ ପରିଚାଳକ ଭାବେ ନିଯୁକ୍ତି କରାଯାଇଛି । ଏ ନେଇ ଏଆଇଏଫ୍ଏଫ୍ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ଏଲଆଇଟି ରିଫରଙ୍ଗି ଡେଭଲପମେଣ୍ଟ ପ୍ଲାନ ଏହାର…
Read More...

ସନ୍ତୋଷ ଟ୍ରଫି ଖେଳାଳୀ ବନବୀର ବେହେରାଙ୍କ ପରଲୋକ

ରାଉେକେଲା : ବରିଷ୍ଠ ଫୁଟବଲ ଖେଳାଳୀ ବନବୀର ବେହେରାଙ୍କ ପରଲୋକ ହୋଇଛି । ସେ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳୀ ଥିଲେ । ରାଉରକେଲା ଇସ୍ପାତ କାରଖାନାରେ କ୍ରୀଡା କୋଟାରେ ଚାକିରୀ କରିଥିଲେ ବନବୀର । ବନବୀରଙ୍କ ମଙ୍ଗଳବାର ଅପରାହ୍ନରେ ଅସୁସ୍ଥତା ହେତୁ ଦେହାନ୍ତ ହୋଇଯାଇଛି । ୧୯୯୧…
Read More...

୪୦ ବର୍ଷ ମୃତ୍ୟୁ ସହ ଲଢି ଆଖି ବୁଜିଲେ ଏହି ଖେଳାଳୀ

ନୂଆଦିଲ୍ଲୀ: ଜୀବନ ଆଉ ମୃତ୍ୟୁ ମଧ୍ୟରେ ୪୦ ବର୍ଷର ଯୁଦ୍ଧ । ଶେଷରେ ଏହି ସଂଗ୍ରାମରେ ହାରିଯାଇଛନ୍ତି ଜଣେ ମହାନ ପୁଟବଲ ଖେଳାଳୀ । ଦୀର୍ଘ ୪୦ ବର୍ଷ କାଳ କୋମାରେ ରହିବା ପରେ ସେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏହି ପ୍ରସିଦ୍ଧ ଫୁଟବଲ ଖେଳାଳୀ ଜଣକ ହେଉଛନ୍ତି ଫ୍ରାନ୍ସର ପ୍ରସିଦ୍ଧ…
Read More...

ଫାଇନାଲରେ ବ୍ରାଜିଲ ଆର୍ଜେଣ୍ଟିନା

ବ୍ରାସିଲିଆ (ରିପୋର୍ଟର୍ସ ଟୁଡେ): ଶେଷ ହେଲା ଅପେକ୍ଷା । ଖୁବ ଶୀଘ୍ର କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଫୁଟବଲ ଜଗତର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ବ୍ରାଜିଲ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ ଏହି ଫାଇନାଲ । ମ୍ୟାଚରେ ଦୁଇ ଫୁଟବଲ ଷ୍ଟାର…
Read More...