ବିବାଦରେ ନେତାଙ୍କ ଭୂମିକା
ବ୍ୟୁରୋ-: ଗୋଟେପଟେ ବାଲେଶ୍ୱର ଏଫ୍.ଏମ୍ କଲେଜ ଛାତ୍ରୀ, ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦ ତେଜିବାରେ ଲାଗିଛି । ରାଜ ରାସ୍ତାରୁ ଆରମ୍ଭ କରି ଲୋକସେବା ଭବନ ପର୍ଯ୍ୟନ୍ତ । ସବୁଠି ମୃତ ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦାବିରେ, ସରକାରଙ୍କୁ ଘେରୁଛନ୍ତି ବିରୋଧି । ହେଲେ ଏହା ଭିତରେ ଛାତ୍ରୀଙ୍କ…
Read More...
Read More...