ନଦୀ ପାର ବେଳେ ଭାସିଗଲେ ଦୁଇ ଯବାନ
ଜାମ୍ମୁ କାଶ୍ମୀର: ପୁଞ୍ଚ ଅଞ୍ଚଳରେ ପାଟ୍ରୋଲିଂ ବେଳେ ଦୁଇଜଣ ସୈନିକ ନଦୀ ପାର ହେବାକୁ ଚେଷ୍ଟା କରୁଥିବାବେଳେ ଉଭୟେ ପ୍ରବଳ ସ୍ରୋତର ଶିକାର ହୋଇଥିଲେ। କାଶ୍ମୀର ପୁଞ୍ଚ ଜିଲ୍ଲାର ଏକ ନଦୀରେ ଭାରତୀୟ ସେନାର ଦୁଇ ଯବାନ ଭାସି ଯାଇଛନ୍ତି। ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି…
Read More...
Read More...