ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରରେ ବିମାନ ଚଳାଚଳ ବାଧାପ୍ରାପ୍ତ
ଆହୁରି ୨ ଦିନ ଘନକୁହୁଡ଼ି। ଆଜି ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସକାଳ ପ୍ରାୟ ୬:୩୦ ସମୟରେ ରାଜ୍ୟ ରାଜଧାନୀର ବିମାନବନ୍ଦର ଅଞ୍ଚଳ ହାଲୁକା କୁହୁଡ଼ି ଘୋଡ଼ାଇ ହୋଇଯାଇଥିଲା, ଯାହା ଫଳରେ ଦୃଶ୍ୟମାନତା ୫୦୦…
Read More...
Read More...